ଓଡ଼ିଶା ବିଧାନସଭା ନିର୍ବାଚନ: ରାଜଧାନୀରେ ଆଜି ମେଗା ରୋଡ ସୋ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଜି ରାଜଧାନୀରେ ନବୀନଙ୍କ ରୋଡ୍ ଶୋ । ଭୁବନେଶ୍ୱରରେ ମେଗା ରୋଡ୍ ସୋ' କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସୂଚନା ଅନୁସାରେ, ସନ୍ଧ୍ୟା ସାଢ଼େ ୬ଟାରେ ୟୁନିଟ୍-୬ ଗଙ୍ଗନଗର ଛକରୁ ଆରମ୍ଭ ହେବ ରୋଡ୍ ସୋ' । ୬ଟା ୩୦ରେ ଗୋପବନ୍ଧୁ ଛକରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ ନବୀନ । ପରେ ୬.୪୦ରେ ୟୁନିଟ୍-୮ ଡିଏଭି ସ୍କୁଲ ଛକରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ପରେ ୬.୫୦ରେ ସାଇକ୍ରିଷ୍ଣା କ୍ଲବ ଛକ, ଏଚଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ ଓ ମମତାଜ ଅଲ୍ଲୀ ସ୍କୁଲ ଛକ ଏବଂ ୭ଟାରେ କଳିଙ୍ଗ ଷ୍ଟାଡିୟମ ଛକରେ ପହଂଚିବା ପରେ ଜନତାଙ୍କୁ ଦେବେ ସମ୍ବୋଧନ ।

ଏହା ପରେ ନିକୋ ପାର୍କ ଛକ ଦେଇ ୭ଟା ୧୫ରେ ବାୟାବାବା ମଠରେ ପହଞ୍ଚିବେ । ୭ଟା ୨୦ରେ ସତ୍ୟନଗର, ମାଷ୍ଟର କ୍ୟାଂଟିନ ଓ ପରେ ରାଜମହଲ ଛକରେ ପହଞ୍ଚିବ ନବୀନଙ୍କ ରୋଡ୍ ସୋ' । ସନ୍ଧ୍ୟା ୭ଟା ୩୦ରେ ରାଜମହଲରେ ସରିବ ନବୀନଙ୍କ ରୋଡ୍ ସୋ' ।

naveen patnaik

୨୦୧୯ ନିର୍ବାଚନ ଭଳି ହାଇଟେକ୍ ବସରେ ପ୍ରଚାର କରିବେ ନବୀନ । ବସ୍ ଉପରକୁ ଉଠି ହାତ ହଲାଇ ଅଭିବାଦନ ନେବା ସହ ନିଜ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+