ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ଏପ୍ରିଲ ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଏପ୍ରିଲ ୨୮ରେ ସାଲେପୁର ଆସିବେ ରାହୁଲ ଗାନ୍ଧି । ରାହୁଲ ଗାନ୍ଧିଙ୍କ ଗସ୍ତ ନେଇ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ପୁଣି ମେ ୩/୪ରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧି । ରାୟଗଡ଼ା ଆସିବା ନେଇ ସପ୍ତଗିରି ଉଲାକାଙ୍କ ସୂଚନା।

rahul Gandhi Visit to odisha

ଗୋଟିଏ ପଟେ ଟିକେଟକୁ ନେଇ ଟଣାଓଟରା ଚାଲିଥିବା ବେଳେ ଅନ୍ୟପଟେ ପ୍ରଚାରକୁ ନେଇ ଦଳୀୟ କର୍ମକର୍ତ୍ତା, ନେତା ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏଥିମଧ୍ୟରେ କଂଗ୍ରେସର ଯୁବ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ । ମେ ୩ରେ ରାୟଗଡ଼ାରେ ନିର୍ବାଚନ ପ୍ରଚାର କରିବେ ରାହୁଲ ଗାନ୍ଧୀ ।

ସେଠାରେ ସେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏନେଇ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାୟଗଡ଼ାରେ କଂଗ୍ରେସ ପକ୍ଷରୁ ବ୍ୟପକ ପ୍ରସ୍ତୁତି ଜାରି ରହିଛି । ଏହାସହ ରାଜ୍ୟରେ ପ୍ରଚାର ପାଇଁ ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଆସିବାକୁ ପ୍ରସ୍ତାବ ଦିଆଯାଇଛି ।

ଏହା ପୂର୍ବରୁ ଏପ୍ରିଲ ୨୫ ତାରିଖରେ ସୋନପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଓଡିଶା ଆସି ସୋନପୁରରେ କରିବେ ହାଇଭୋଲଟେଜ ପ୍ରଚାର । ତେବେ ୨୫ ତାରିଖ ଅପରାହ୍ନରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ ଶାହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+