ନିର୍ବାଚନ ପାଇଁ ପ୍ରସ୍ତୁତ ତିନି ଦଳ; କାହାର କେତେ ଆସନ ଘୋଷଣା ବାକି ?
ନିର୍ବାଚନ ପାଇଁ ପ୍ରସ୍ତୁତ ତିନି ଦଳ । ବିଜେଡ଼ି, ବିଜେପି ଓ କଂଗ୍ରେସ ତିନି ଦଳ ଦଳର ପ୍ରାର୍ଥୀ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛନ୍ତି । ବିଜେଡ଼ି ଓ ବିଜେପି ତାର ସଂପୂର୍ଣ୍ଣ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।
ଭାଜପାର ୩୫
ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ, ବାଙ୍ଗିରିପୋଷି, ଭୋଗରାଇ, ବସ୍ତା, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ଝରିଗାଁ , ଡ଼ାବୁଗାଁ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ରାଜନଗର, ବାଲିକୁଦା-ଏରସମା, ଜଗତ୍ସିଂହପୁର, କାକଟପୁର, ବେଗୁନିଆ, ଖୋର୍ଦ୍ଧା, ସାନଖେମୁଣ୍ଡି, ମୋହନା, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ ଚିତ୍ରକୋଣ୍ଡା

ବିଜେଡିର ୩୦
ପଦମ୍ପୁର, ରଘୁନାଥପାଲି, କୁଚିଣ୍ଡା, ଦେବଗଡ଼, ଆନନ୍ଦପୁର, ଚମ୍ପୁଆ, କରଞ୍ଜିଆ, ସାରସକଣା, ବାଙ୍ଗିରିପୋଷି, ଭୋଗରାଇ, ରେମୁଣା, ନୀଳଗିରି, ସିମୁଳିଆ, ବରୀ, ବଡ଼ଚଣା, କୋରେଇ, ହିନ୍ଦୋଳ, ଅନୁଗୋଳ, କଣ୍ଟାବାଞ୍ଜି, ଚିତ୍ରକୋଣ୍ଡା, ଖଣ୍ଡପଡ଼ା, କେନ୍ଦ୍ରାପଡ଼ା, ବାଲିକୁଦା-ଏରସମା, କାକଟପୁର, ନିମାପଡ଼ା, ଚିଲିକା, ବେଗୁନିଆ, ଖୋର୍ଦ୍ଧା, ସାନଖେମୁଣ୍ଡି ଏବଂ ଜୟପୁର।
କଂଗ୍ରେସର ୨୬
ଝାରସୁଗୁଡ଼ା, ବଡ଼ସାହି, ଜଳେଶ୍ୱର, ବାଲେଶ୍ୱର, ରେମୁଣା, ବଡ଼ଚଣା, ସୁକିନ୍ଦା, ପାଲଲହଡ଼ା, ଦଶପଲ୍ଲା, ବାରବାଟୀ-କଟକ, ଖଣ୍ଡପଡ଼ା, ମାହାଙ୍ଗା, କେନ୍ଦ୍ରାପଡ଼ା, ରାଜନଗର, ମହାକାଳପଡ଼ା, ଜଗତ୍ସିଂହପୁର, କାକଟପୁର, ନିମାପଡ଼ା, ସତ୍ୟବାଦୀ, ପିପିଲି, ଚିଲିକା, ଭୁବନେଶ୍ୱର-ମଧ୍ୟ, ଭୁବନେଶ୍ୱର-ଉତ୍ତର, ଖୋର୍ଦ୍ଧା, ଛତ୍ରପୁର ଏବଂ ଗୋପାଳପୁର।












Click it and Unblock the Notifications