୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କାହାକୁ କୋଉଠୁ ମିଳିଲା ଟିକେଟ ?

ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।
ମାହାଙ୍ଗା- ଦେବେନ୍ଦ୍ର ସାହୁ,
ସତ୍ୟବାଦୀ- ମନୋଜ ରଥ
ଭୁବନେଶ୍ବର ମଧ୍ୟ- ପ୍ରକାଶ ଜେନା
ଭୁବନେଶ୍ବର ଉତ୍ତର- ଅଶୋକ ଦାସ

odisha assembly election

ପୂର୍ବରୁ କଂଗ୍ରେସ ୧୨୨ ଆସନରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲା । ଏବେ ମୋଟ ୧୨୬ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି।

ସେହିପରି ମୋଟ ୧୭ ଲୋକ ସଭା ଆସନ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ବାକି ଆସନ ପାଇଁ ମଧ୍ୟ ଖୁବ୍‌ ଶୀଘ୍ର ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+