ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି; ଜାଣନ୍ତୁ କିଏ କୋଉଠୁ ପାଇଲା ଟିକେଟ ?
ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆଗରୁ ୭୨ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଥିଲା ବିଜେଡ଼ି । ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ୨୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ଭୁବନେଶ୍ୱରର ୩ଟି ଆସନରୁ ୨ଟି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଏଥର ବିଭିନ୍ନ ସ୍ଥାନରେ ଅନେକ ପୁରୁଣା ମୁହଁକୁ ରିପିଟ କରିଛି।ଭୁବନେଶ୍ୱରର ଉତ୍ତରରୁ ୨୦୧୯ ଭଳି ଏଥର ମଧ୍ୟ ସୁଶାନ୍ତ ରାଉତ ନିର୍ବାଚନ ଲଢ଼ିବେ। ସେହିପରି ଏକାମ୍ରରୁ ଅଶୋକ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି ।
୨୧ ଆସନ ବିଶିଷ୍ଠ ଓଡିଶା ପାଇଁ ବିଜେପି ୨୧ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଆଜିକୁ ମିଶାଇ ବିଜେଡି ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେହିଭଳି ଏପ୍ରିଲ ୨ ତାରିଖରେ କଂଗ୍ରେସ ତରଫରୁ ୮ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହିସବୁ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି ।

ବିଧାନସଭା :
- ବ୍ରଜରାଜନଗର-ଅଳକା ମହାନ୍ତି
- ଝାରସୁଗୁଡା - ଦିପାଳି ଦାସ
- ଆଠମଲ୍ଲିକ - ନଳୀନ କାନ୍ତ ପ୍ରଧାନ
- ତଳସରା -ବିଜୟ ଟପ୍ପୋ
- ସୁନ୍ଦରଗଡ-ଯୋଗେଶ ସିଂ
- ବଣାଇ - ଭୀମସେନ ଚୌଧୁରୀ
- ବାରିପଦା - ସନନ୍ତ ମାର୍ଣ୍ଡି
- ରାଜଗାଙ୍ଗପୁର - ଅନୀଲ ପର୍ବା
- ଉଦଳା -ଶ୍ରୀନାଥ ଷଡଙ୍ଗୀ
- ବୀରମହାରାଜପୁର - ପଦ୍ମନାଭ ବେହେରା
- ଯଶୀପୁର -ଚକ୍ରଧର ହେମ୍ବ୍ରମ
- ବଡସାହି -ଅନସୂୟା ପାତ୍ର
- ମୋରଡା - ପ୍ରୀତିନନ୍ଦା କାନୁନଗୋ
- ସୋର - ମାଧବ ଧଡା
- ଖଡିଆଳ - ଅଧିରାଜ ପାଣିଗ୍ରାହୀ
- ଫୁଲବାଣୀ-ଜୟଶ୍ରୀ କହଁର
- ମାହାଙ୍ଗା - ଅଙ୍କିତ ପ୍ରତାପ ଜେନା
- ତିର୍ତ୍ତୋଲ-ରମାକାନ୍ତ ଭୋଇ
- ଜଗତସିଂହପୁର - ପ୍ରଶାନ୍ତ ମୁଦୁଲି
- ଭୁବନେଶ୍ୱର ଉତ୍ତର - ଶୁସାନ୍ତ କୁମାର ରାଉତ
- ଏକାମ୍ର - ଅଶୋକ ପଣ୍ଡା
- ଖଲ୍ଲିକୋଟ - ସୂର୍ଯ୍ୟମଣି ବୈଦ୍ୟ
- ଆସ୍କା - ମଞ୍ଜୁଳା ସ୍ୱାଇଁ
- ବ୍ରହ୍ମପୁର - ରମେଶ ଚାଉପଟ୍ଟନାୟକ
- ପାରଳାଖେମୁଣ୍ଡି - ରୂପେଶ ପାଣିଗ୍ରାହୀ
- ମୋହନା - ଅନ୍ତର୍ଯ୍ୟାମୀ ଗମାଙ୍ଗ
- ପଟାଙ୍ଗୀ - ପ୍ରଫୁଲ୍ଲ ପାଙ୍ଗୀ
ଲୋକସଭା
- ବଲାଙ୍ଗୀର-ସୁରେନ୍ଦ୍ର ସିଂ ଭୋଇ
- ଭଦ୍ରକ-ମଞ୍ଜୁଲତା ମଣ୍ଡଳ
- ବରଗଡ- ପରିଣୀତା ମିଶ୍ର
- ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
- କେନ୍ଦୁଝର- ଧନଞ୍ଜୟ ସିନ୍ଧୁ












Click it and Unblock the Notifications