ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ବିଜେଡ଼ିର ୩୪ ମହିଳା ପ୍ରାର୍ଥୀ, କିଏ କେଉଁଠାରୁ ଲଢୁଛନ୍ତି ?

ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡ଼ି । ମୈଦାନରେ ବିଜେଡ଼ିର ୩୪ ମହିଳା ପ୍ରାର୍ଥୀ । ଆଜିର ୬ ପ୍ରାର୍ଥୀଙ୍କୁ ମିଶାଇ ବିଜେଡ଼ିର ମୋଟ ଘୋଷିତ ପ୍ରାର୍ଥୀଙ୍କ ସଂଖ୍ୟା ୧୪୧ରେ ପହଁଚିଛି ।

ସୋମବାର ଦିନ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ମହିଳା ପ୍ରାର୍ଥୀ । ସେମାନେ ହେଲେ ଅର୍ଚ୍ଚନାରେଖା ବେହେରା ଓ ରଞ୍ଜିତା ମାରାଣ୍ଡି । ଅର୍ଚ୍ଚନା ଦଳ ଟିକେଟରେ ରଘୁନାଥପଲ୍ଲୀରୁ ନିର୍ବାଚନ ଲଢିବେ । ଏହା ତାଙ୍କର ପ୍ରଥମ ନିର୍ବାଚନ ହେବାକୁ ଯାଉଛି । ସେହିଭଳି ରଞ୍ଜିତା ମାରାଣ୍ଡି ମଧ୍ୟ ପ୍ରଥମ ଥର ପାଇଁ ବାଙ୍ଗିରୀପୋଷିରୁ ନିର୍ବାଚନ ଲଢିବେ ।

Odisha Assembly Election
  1. ରାୟଗଡ଼ା - ଅନୁସୟା ମାଝି
  2. ବିଜେପୁର - ରୀତା ସାହୁ
  3. ଅତାବିରା - ସ୍ନେହାଙ୍ଗିନି ଛୁରିଆ
  4. ବସ୍ତା - ସୁବାସିନୀ ଜେନା
  5. ବିଞ୍ଝାରପୁର - ପ୍ରମିଳା ମଲ୍ଲିକ
  6. ଯାଜପୁର - ସୁଜାତା ସାହୁ
  7. ଟିଟଲାଗଡ଼ - ଟୁକୁନି ସାହୁ
  8. ନବରଙ୍ଗପୁର - କୌଶଲ୍ୟା ପ୍ରଧାନୀ
  9. ଭବାନୀପାଟଣା - ଲତିକା ନାୟକ
  10. କବିସୂର୍ଯ୍ୟନଗର - ଲତିକା ପ୍ରଧାନ
  11. ସୋରଡ଼ା - ସଂଘମିତ୍ରା ସ୍ୱାଇଁ
  12. ଝାରସୁଗୁଡ଼ା - ଦୀପାଳି ଦାସ
  13. ବ୍ରଜରାଜନଗର - ଅଳକା ମହାନ୍ତି
  14. ବଡସାହି - ଅନୂସୟା ପାତ୍ର
  15. ମୋରୋଡ଼ା - ପ୍ରିତିନନ୍ଦା କାନୁନଗୋ
  16. ଫୁଲବାଣୀ - ଜୟଶ୍ରୀ କହଁର
  17. ଆସ୍କା - ମଞ୍ଜୁଳା ସ୍ୱାଇଁ
  18. କେନ୍ଦୁଝର - ଶ୍ରୀମତୀ ମୀନା ମାଝୀ
  19. ରାଇରଙ୍ଗପୁର - ରାଇସେନ ମୁର୍ମୁ
  20. ପାରାଦୀପ - ଗୀତାଞ୍ଜଳି ରାଉତରାୟ
  21. ନର୍ଲା - ମନୋରମା ମହାନ୍ତି
  22. ଚିତ୍ରକୋଣ୍ଡା - ଲକ୍ଷ୍ମୀପିୟା ନାୟକ
  23. ପଦ୍ମପୁର - ବର୍ଷା ସିଂହ ବରିହା
  24. ଅନୁଗୁଳ - ସଞ୍ଜୁକ୍ତା ସିଂ
  25. ଦେବଗଡ଼ - ଅରୁନ୍ଧତୀ କୁମାରୀ ଦେବୀ
  26. ଜୟପୁର - ଇନ୍ଦିରା ନନ୍ଦ
  27. କରଞ୍ଜିଆ- ବାସନ୍ତି ହେମ୍ବ୍ରମ
  28. ସିମୂଳିଆ- ସୁଭାଶିନୀ ସାହୁ
  29. ରେମୁଣା- ବିଦ୍ୟାସ୍ମିତା ମହାଳିକ
  30. ବଡଚଣା- ବର୍ଷା ପ୍ରିୟଦର୍ଶିନୀ
  31. ରଘୁନାଥପଲ୍ଲୀ: ଅର୍ଚ୍ଚନାରେଖା ବେହେରା
  32. ବାଙ୍ଗିରୀପୋଷି: ରଞ୍ଜିତା ମାରାଣ୍ଡି
  33. ସାନଖେମୁଣ୍ଡି - ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+