କଂଗ୍ରେସରେ ମିଶିଲେ ସଙ୍ଗୀତକାର ଗୁଡଲି ରଥ ଓ ଗାୟିକା ପମି ମିଶ୍ର

: କଂଗ୍ରେସରେ ମିଶିଲେ ସଙ୍ଗୀତକାର ଗୁଡଲି ରଥ ଓ ଗାୟିକା ପମି ମିଶ୍ର । କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ରବିବାର ଏହି ଦୁଇ କଳାକାର ଦଳରେ ଯୋଗ ଦେଇଛନ୍ତି ।

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ସଙ୍ଗୀତକାର ଗୁଡଲି ରଥ ଓ ଗାୟିକା ପମି ମିଶ୍ର । କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ରବିବାର ଏହି ଦୁଇ କଳାକାର ଦଳରେ ଯୋଗ ଦେଇଛନ୍ତି ।

Congress

କଂଗ୍ରେସରେ ମିଶିବା ପରେ ଗୁଡ୍‌ଲି କହିଛନ୍ତି,'ମୋ ବାପା ମଧ୍ୟ କଂଗ୍ରେସ ବିଧାୟକ ଥିଲେ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରୁ ଅନୁପ୍ରାଣିତ ହୋଇ କଂଗ୍ରେସର ହାତ ଧରିଛି।'ତେଣୁ ସେ କଂଗ୍ରେସରେ ସାମିଲ ହେବାର ଏହା ପ୍ରଥମ କାରଣ । ଦ୍ୱିତୀୟ କଥା ହେଉଛି, ରାହୁଲ ଗାନ୍ଧିଙ୍କ ପଦଯାତ୍ରା ତାଙ୍କୁ ଖୁବ୍ ପ୍ରେରଣା ଦେଇଛି। ତୃତୀୟ କଥା ହେଲା ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ତାଙ୍କୁ କଂଗ୍ରେସରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ଶରତ ପଟ୍ଟନାୟକଙ୍କ ଆଦର୍ଶ ତାଙ୍କୁ ବହୁତ ଭଲ ଲାଗିଛି ।

କଂଗ୍ରେସ ଏବେ ରାଜ୍ୟରେ ତା'ର ଅସ୍ତିତ୍ୱ ହରାଉଥିବା ବେଳେ ଗୁଡ୍‌ଲି ଓ ପମିଙ୍କ ଭଳି ଲୋକପ୍ରିୟ କଳାକାର ଏହି ଦଳରେ ମିଶିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+