ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ଅଭିନେତା ରୁଦ୍ର ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶନରେ ଅନୁପ୍ରାଣିତ ହୋଇ ସେ ଦଳରେ ମିଶିଛନ୍ତି ବୋଲି କହିଛନ୍ତି । ଶନିବାର ଦିନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ତାଙ୍କୁ ବିଜେଡିକୁ ସ୍ୱାଗତ ଜଣାଇଛନ୍ତି ।

ବିଜେଡିରେ ଯୋଗ ଦେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଓଡ଼ିଶାକୁ ସଶକ୍ତ ଏବଂ ବିକଶିତ କରିବା ପାଇଁ ସମସ୍ତେ ଅବଦାନ ଦେବା ପାଇଁ ସେ ଆହ୍ୱନ ଦେଇଛନ୍ତି । ସେ ଆହୁରି କହିଛନ୍ତି ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟର ବିକାଶ ସହ ଯୁବ ବର୍ଗଙ୍କ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।

Odia Actor Rudra Panigrahi

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କିଛି ଦିନ ଅଭିନେତ୍ରୀ ଜିନା ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଦଳରେ ଅଣଦେଖା କରାଯାଇଥିବାରୁ ସେ ବିଜେପି ଛାଡିବାର ନିଷ୍ପତ୍ତି ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+