Exit Poll: ମହାରାଷ୍ଟ୍ରରେ ୧୦ରୁ ୬ ଆସନରେ NDA ସରକାର, ଝାଡଖଣ୍ଡରେ ୭ ରୁ ୩ଟି ଆସନରେ ବିଜେପିକୁ ବହୁମତ
Exit Poll: ବୁଧବାର ମହାରାଷ୍ଟ୍ରର 288 ବିଧାନସଭା ଆସନ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିବାବେଳେ ଝାଡଖଣ୍ଡରେ 81 ଟି ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ 38 ଟି ସିଟ୍ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିଲା। ସମସ୍ତ ନିର୍ବାଚନର ଫଳାଫଳ 23 ନଭେମ୍ବରରେ ପ୍ରକାଶ ପାଇବ ।
ହେଲେ ବର୍ତ୍ତମାନ ଏକଜିଟ୍ ପୋଲ ଆସି ଯାଇଛି । ଯେଉଁ ସର୍ଭେରୁ ଜଣାପଡିଛି ଯେ ଏପ୍ରିଲ୍-ଜୁନ୍ ମାସରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଏବଂ ହରିୟାଣା ନିର୍ବାଚନର ଫଳାଫଳ ଅନୁସାରେ ଭାରତୀୟ ଜନତା ପାର୍ଟି ଏବଂ ଏହାର ସହଯୋଗୀମା ଦଳ ଉଭୟ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଆଗରେ ରହିଛନ୍ତି ।













Click it and Unblock the Notifications