ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି #NaveenOdisha ; ଓଡ଼ିଶାର ବିକାଶକୁ ନେଇ ହେଉଛି ଟ୍ରେଣ୍ଡ୍

ଟ୍ରେଣ୍ଡ କରୁଛି #NaveenOdisha । ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ନବୀନ ଓଡ଼ିଶା। ନବୀନ ସରକାରଙ୍କ ବିକାଶକୁ ନେଇ ଟ୍ରେଣ୍ଡ ହେଉଛି । ଲୋକେ କିପରି ଓଡ଼ିଶାର ବିକଶିତ ହୋଇଛି, ତାହା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଜଣେ ବ୍ୟକ୍ତି ଲେଖିଛନ୍ତି ଓଡିଶାକୁ ସମୃଦ୍ଧି ପଥରେ ଆଗେଇ ନେଇ ଚାଲିଛି ବିଜେଡି ସରକାର, ସେଥିପାଇଁ ସାଢେ ୪ କୋଟି ଓଡିଶାବାସୀଙ୍କ ବିଶ୍ୱାସ ଜିତିଚାଲିଛି ବାରମ୍ବାର ।

ସେହିପରି ଆଉ ଜଣେ ଲେଖିଛନ୍ତି, ନିବେଶ କ୍ଷେତ୍ରରେ ନୂଆ ଶକ୍ତି ଭାବେ ଉଭା ହୋଇଛି ନବୀନ ଓଡିଶା। ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଉଥିବାରୁ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଜେଡି।

Naveen Odisha

ସେହିପରି ଆଉ ଜଣେ ଲେଖିଛନ୍ତି, ରାଜ୍ୟରେ ମହିଳାଙ୍କୁ ଜୀବିକା ଦେଉଛି ମିଶନ ଶକ୍ତି, ନାରୀଙ୍କ ସ୍ୱପ୍ନ ଓ ଆର୍ଥିକ ନିର୍ଭରତା ସାକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ଧନ୍ୟବାଦ୍ ।

ନିବେଶ କ୍ଷେତ୍ରରେ ନୂଆ ଶକ୍ତି ଭାବେ ଉଭା ହୋଇଛି ନବୀନ ଓଡିଶା। ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଉଥିବାରୁ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଜେଡି ।

ସେହିପରି ଜଣେ ଲେଖିଛନ୍ତି, ଦୋଳ ଆଗରୁ କନିଷ୍ଠ ଶିକ୍ଷକଙ୍କୁ ଦୋଳ ଭେଟି ଦେଲେ ନବୀନ ସରକାର, ଧନ୍ୟବାଦ ନବୀନବାବୁ ।

ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ସବୁରି ମୁହଁରେ ଗୋଟିଏ କଥା- ନବୀନ ହିଁ ଆମ ନେତା। ଶଙ୍ଖ ଚିହ୍ନରେ‌ ଭୋଟ୍ ଦେବା, ବିଜେଡି ସରକାରକୁ ପୁଣି ଆଣିବା।

ଆଉ ଜଣେ ଲେଖିଛନ୍ତି ଯେ, ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବାକୁ ପଣ କରିଛନ୍ତି ନବୀନ। ଯାହାକୁ ପୁରା ଦେଶ ପ୍ରଶଂସା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+