ବିଜେପି ପାଇଁ ଅଡୁଆ ବଢାଇ ପାରେ ଅପରାଜିତାଙ୍କ ବୟାନ: କହିଲେ, ଜୟନାରାୟଣଙ୍କର ଏମିତି କରିବାର ନଥିଲା
ଜୟନାରାୟଣ କିଛି ଟା କରି ଦେଲେ, ଯେଉଁଟା କରିବାର ନଥିଲା । ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣାରେ ଏମିତି କିଛି ବୟନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ୱର: ଜୟନାରାୟଣ କିଛି ଟା କରି ଦେଲେ, ଯେଉଁଟା କରିବାର ନଥିଲା । ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣାରେ ଏମିତି କିଛି ବୟନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ସେ କହିଛନ୍ତି ଯେ, କହିଛନ୍ତି, ଜୟନାରାୟଣଙ୍କର ଏମିତି କରିବାର ନଥିଲା । ମହିଳା ପୋଲିସ ହୁଅନ୍ତୁ ବା ପୁରୁଷ ପୋଲିସ ହୁଅନ୍ତୁ ତାଙ୍କ ସହ ଏମିତି କରିବାର ନଥିଲା । ଆଇନ ତା ବାଟରେ ଯିବ । ରାଜ୍ୟ ସରକାର ଏହାକୁ ଦେଖନ୍ତୁ । ବିରୋଧୀ ଦଳ ନେତା ଭାବେ ଜିଲ୍ଲାପାଳ ଅଫିସକୁ ଜୟନାରାୟଣ ଯିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ସେଠାରେ ଅଟକାଯିବାରୁ ଭାବାବେଗରେ ଆସି ଜୟନାରାୟଣ ଏମିତି କରିଛନ୍ତି । କିନ୍ତୁ ଏମିତି କରିବାର ନଥିଲା । ଆଇନ ଶୃ୍ଙ୍ଖଳା ପରିସ୍ଥିତି ପାଇଁ ଆମେ ମର୍ମାହତ, ଏମିତିକି ଜୟନାରାୟଣ ମିଶ୍ର ମଧ୍ୟ ମର୍ମାହତ ବୋଲି କହିଛନ୍ତି ଅପରାଜିତା ।
ଉଲ୍ଲେଖଥାଉ କି, ଗତକାଲି ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣାର ପ୍ରତିବାଦରେ ସମ୍ବଲପୁର ସ୍ଥିତ ସର୍କିଟ ହାଉସକୁ ଘେରିଛନ୍ତି ବିଜେଡି କର୍ମୀ । ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ଦାବି କରିଛନ୍ତି ବିଜେଡି କର୍ମୀ । ସେହିପରି ଆଜି ଲୋୟର ପିଏମଜିରେ ଧାରଣା ଦେଇଛି ବିଜେଡି ମହିଳା ମୋର୍ଚ୍ଚା । ଜୟନାରାୟଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ












Click it and Unblock the Notifications