Lok Sabha Election 2024: କେଉଁ ପର୍ଯ୍ୟାୟରେ କେଉଁଠି ଭୋଟ୍ ?
ବାଜିଲା ନିର୍ବାଚନୀ ବିଗୁଲ । ୭ଟି ପର୍ଯ୍ୟାୟରେ ସାରା ଦେଶରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବ । ସେହିପରି ଏପ୍ରିଲ ୨୬ରେ ୨ୟ ପର୍ଯ୍ୟାୟ ମତଦାନ, ୩ୟ ପର୍ଯ୍ୟାୟ ମତଦାନ ମେ ୭ ତାରିଖରେ, ଚତୁର୍ଥ ପର୍ଯ୍ୟାୟ ମତଦାନ ମେ'୧୩, ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୨୦, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୨୫ ତାରିଖରେ ଏବଂ ଶେଷରେ ସପ୍ତମ ପର୍ଯ୍ୟାୟ ମତଦାନ ଜୁନ୍ ୧ ତାରିଖରେ ହେବ । ସେହିପରି ଜୁନ ୪ ତାରିଖରେ ମତଗଣନା କରାଯିବ।

ପର୍ଯ୍ୟାୟ: ପ୍ରଥମ
ଲୋକସଭା ଆସନ ସଂଖ୍ୟା: ୧୦୨
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୦.୦୩.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୮.୦୩.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୩୦.୦୩.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୨.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୧୯.୦୪.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪
ପର୍ଯ୍ୟାୟ: ଦ୍ଵିତୀୟ
ଲୋକସଭା ଆସନ ସଂଖ୍ୟା: ୮୯
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୮.୦୩.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୦୪.୦୪.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୦୬.୦୪.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୮.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୨୬.୦୪.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪
ପର୍ଯ୍ୟାୟ: ତୃତୀୟ
ଲୋକସଭା ଆସନ ସଂଖ୍ୟା: ୯୪
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୧୨.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୧୯.୦୪.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୦.୦୪.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୨୨.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୦୭.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪
ପର୍ଯ୍ୟାୟ: ଚତୁର୍ଥ
ଲୋକସଭା ଆସନ ସଂଖ୍ୟା: ୯୬
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୧୮.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୫.୦୪.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୬.୦୪.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୨୯.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୧୩.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪
ପର୍ଯ୍ୟାୟ: ପଞ୍ଚମ
ଲୋକସଭା ଆସନ ସଂଖ୍ୟା: ୪୯
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୬.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୦୩.୦୫.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୦୪.୦୫.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୬.୦୫.୨୦୨୪
ଭୋଟ ଗ୍ରହଣ ତାରିଖ: ୨୦.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪
ପର୍ଯ୍ୟାୟ: ଷଷ୍ଠ
ଲୋକସଭା ଆସନ ସଂଖ୍ୟା: ୫୭
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୯.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୦୬.୦୫.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୦୭.୦୫.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୯.୦୫.୨୦୨୪
ଭୋଟ ଗ୍ରହଣ ତାରିଖ: ୨୫.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪
ପର୍ଯ୍ୟାୟ: ସପ୍ତମ
ଲୋକସଭା ଆସନ ସଂଖ୍ୟା: ୫୭
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୦୭.୦୫.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୧୪.୦୫.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୧୫.୦୫.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୧୭.୦୫.୨୦୨୪
ଭୋଟ ଗ୍ରହଣ ତାରିଖ: ୦୧.୦୬.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪












Click it and Unblock the Notifications