India TV CNX Survey: କେଉଁ ଦଳକୁ ପ୍ରତି ରାଜ୍ୟରେ କେତେ ଆସନ? ଓଡ଼ିଶାରେ କିଏ ଆଗରେ ?
ଇଣ୍ଡିଆ ଟିଭି ସିଏନଏକ୍ସର ସର୍ଭେ ରିପୋର୍ଟ୍ ପ୍ରକାଶ ପାଇଛି । ବିଜେପି ନେତୃତ୍ଵାଧୀନ ଏନଡିଏ ୩୯୩ ଟି ଆସନରେ ବିଜୟ ହେବାର ସମ୍ଭାବନା ରହିଛି । ସେହିପରି I.N.D.I.A ମେଣ୍ଟ ୯୯ ସିଟ ପାଇବ ବୋଲି ଆକଳନ ହୋଇଛି । ତେବେ ଚାଲନ୍ତୁ ଜାଣିବା ବିଭିନ୍ନ ରାଜ୍ୟରେ କେଉଁ ଦଳକୁ କେତେ ଆସନ ମିଳିବ ।

ସର୍ଭେ ରିପୋର୍ଟ
- ତେଲେଙ୍ଗାନା - ବିଜେପି: ୬, କଂଗ୍ରେସ : ୮, ଅନ୍ୟାନ୍ୟ: ୪
- ଆନ୍ଧ୍ର - ବିଜେପି +: ୧୫ , କଂଗ୍ରେସ୍: ୦, ୱାଇଏସଆରସି: ୧୦
- କେରଳ - ବିଜେପି: ୩, କଂଗ୍ରେସ୍ +: ୧୧, ଲେଫ୍ଟ +: ୬
- ତାମିଲନାଡୁ - ବିଜେପି: ୪, ବିଜେପି ସହଯୋଗୀ: ୨, ଡିଏମକେ: ୧୭, କଂଗ୍ରେସ୍: ୮, ଏଡିଏମକେ: ୪
- ପଞ୍ଜାବ - ବିଜେପି: ୩, କଂଗ୍ରେସ୍: ୧, ଆପ: ୮, ଅକାଳି ଦଳ: ୧
- କର୍ଣ୍ଣାଟକ - ବିଜେପି +: ୨୩, କଂଗ୍ରେସ୍: ୫
- ମହାରାଷ୍ଟ୍ର - ବିଜେପି +: ୩୯, କଂଗ୍ରେସ୍: + ୯
- ଗୁଜୁରାଟ - ବିଜେପି: ୨୬, କଂଗ୍ରେସ୍: ୦
- ରାଜସ୍ଥାନ - ବିଜେପି: ୨୫, କଂଗ୍ରେସ୍: ୦
- ସାଂସଦ - ବିଜେପି: ୨୮, କଂଗ୍ରେସ୍: ୧
- ଛତିଶଗଡ - ବିଜେପି: ୧୧, କଂଗ୍ରେସ୍: ୦
- ଗୋଆ - ବିଜେପି: ୨, କଂଗ୍ରେସ୍: ୦
- ବିହାର - ବିଜେପି +: ୩୪ , ଆର୍ଜେଡି + ୬
- ଉତ୍ତରପ୍ରଦେଶ - ବିଜେପି +: ୭୬, ଏସପି + ୪
- ପଶ୍ଚିମବଙ୍ଗ - ବିଜେପି: ୨୩, କଂଗ୍ରେସ୍: ୦, ଟିଏମସି: ୧୯
- ଓଡ଼ିଶା - ବିଜେପି: ୧୧ ବିଜେଡି: ୧୦
- ଝାଡଖଣ୍ଡ- ବିଜେପି +: ୧୩, କଂଗ୍ରେସ୍: ୦ , ଜେଏମଏମ: ୧
- ହରିୟାଣା - ବିଜେପି: ୮, କଂଗ୍ରେସ୍: ୨
- ଦିଲ୍ଲୀ - ବିଜେପି: ୭, କଂଗ୍ରେସ୍: ୦
- ଆସାମ - ବିଜେପି +: ୧୨, କଂଗ୍ରେସ୍: ୧, ଏଆଇୟୁଡିଏଫ୍: ୧












Click it and Unblock the Notifications