23ଟି ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ ରଦ୍ଦ
23ଟି ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ ରଦ୍ଦ କଲେ ରାଜ୍ୟ ସରକାର । ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ମଧ୍ୟ ରଦ୍ଦ ହୋଇଛି । ବିଭିନ୍ନ ନିଗମ ପାଇଥିବା ନେତା ଇଶ୍ୱର ପାଣିଗ୍ରାହୀ, ଦେବାଶିଷ ମହାନ୍ତି ପ୍ରଭାତଦ୍ୱିତ ମିଶ୍ର, ଆସୀତ ପଟ୍ଟନାୟକଙ୍କ ପଦ ରଦ୍ଦ ହୋଇ
ଭୁବନେଶ୍ବର: 23ଟି ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ ରଦ୍ଦ କଲେ ରାଜ୍ୟ ସରକାର । ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ମଧ୍ୟ ରଦ୍ଦ ହୋଇଛି । ବିଭିନ୍ନ ନିଗମ ପାଇଥିବା ନେତା ଇଶ୍ୱର ପାଣିଗ୍ରାହୀ, ଦେବାଶିଷ ମହାନ୍ତି ପ୍ରଭାତଦ୍ୱିତ ମିଶ୍ର, ଆସୀତ ପଟ୍ଟନାୟକଙ୍କ ପଦ ରଦ୍ଦ ହୋଇଛି ।

ସେହିପରି ଅମରେନ୍ଦ୍ର ଦାଶ, ମୀନକେତନ ଅମାତ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଅମରେଶ ପତ୍ରି, ବିଜୟ ନାୟକ, ପ୍ରିୟଦର୍ଶିନୀ ମିଶ୍ର, ସତ୍ୟବ୍ରତ ତ୍ରୀପାଠୀ, ସଂଗ୍ରାମ କେଶରୀ ପାଇକରାୟ, ଅନୁଭବ ପଟ୍ଟନାୟକ, କୃତିବାସ ପାତ୍ର, ଉତ୍କଳ କେଶରୀ ପରିଡ଼ା, ଦେବାଶିଷ ମଲ୍ଲିକ, ଜନ୍ମେଜୟ ଲେଙ୍କା, ସଞ୍ଜୟ କୁମାର ଦାସବର୍ମା, ଲୋପାମୁଦ୍ରା ବକ୍ସିପାତ୍ର, ପୁଷ୍ପେଦ୍ର ସିଂ ଦେଓ, ଏବଂ ସୁଧିର ଦାସଙ୍କ ଅଧ୍ୟକ୍ଷ ଓ ଉପଦେଷ୍ଟା ପଦ ରଦ୍ଦ ହୋଇଛି ।












Click it and Unblock the Notifications