ଜାଣନ୍ତୁ, ନବୀନଙ୍କ ନୂଆ ଟିମରେ କାହାକୁ ମିଳିଲା କେଉଁ ବିଭାଗ ?
୨୧ ଜଣ ନୂଆ ମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରୀମଣ୍ଡଳ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ରେ ଅଛନ୍ତି । ତେବେ ଆସନ୍ତୁ ଜାଣିବା କାହାକୁ ମିଳିଛି କେଉଁ ବିଭ
ଭୁବନେଶ୍ୱର: ଶପଥ ନେଇଛନ୍ତି ନବୀନଙ୍କ ନୂଆ ଟିମ । ୨୧ ଜଣ ନୂଆ ମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରୀମଣ୍ଡଳ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ରେ ଅଛନ୍ତି।
ତେବେ ଆସନ୍ତୁ ଜାଣିବା କାହାକୁ ମିଳିଛି କେଉଁ ବିଭାଗ ?

କ୍ୟାବିନେଟ ମନ୍ତ୍ରୀ ତାଲିକା:
- ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ ମନ୍ତ୍ରୀ
- ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ମନ୍ତ୍ରୀ
- ପ୍ରମିଳା ମଲ୍ଲିକ- ରାଜସ୍ୱ ମନ୍ତ୍ରୀ , ବିପର୍ଯ୍ୟୟ ପରିଚାଳନା
- ନିରଞ୍ଜନ ପୂଜାରୀ- ଅର୍ଥ ମନ୍ତ୍ରୀ
- ଉଷା ଦେବୀ- ଗୃହ ନଗର ଉନ୍ନୟନ ମନ୍ତ୍ରୀ
- ପ୍ରଫୁଲ୍ଲ ମଲ୍ଲିକ- ଖଣି ଓ ଇସ୍ପାତ ମନ୍ତ୍ରୀ
- ପ୍ରତାପ ଦେବ- ଶିଳ୍ପ ଓ ଶକ୍ତି ମନ୍ତ୍ରୀ
- ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ, ସମବାୟ ମନ୍ତ୍ରୀ
- ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ
- ନବକିଶୋର ଦାଶ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
- ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ
- ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
- ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା ମନ୍ତ୍ରୀ
#କାହାକୁ_ମିଳିଲା_କେଉଁ_ବିଭାଗ ?#OdishaCabinetReshuffel #CabinetReshuffle #Odisha
କ୍ୟାବିନେଟ ମନ୍ତ୍ରୀ ତାଲିକା :
ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ ମନ୍ତ୍ରୀ
— Oneindia Odia (@OneindiaOdia) June 5, 2022
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ମନ୍ତ୍ରୀ
ପ୍ରମିଳା ମଲ୍ଲିକ- ରାଜସ୍ୱ ମନ୍ତ୍ରୀ , ବିପର୍ଯ୍ୟୟ ପରିଚାଳନା
ନିରଞ୍ଜନ ପୂଜାରୀ- ଅର୍ଥ ମନ୍ତ୍ରୀ pic.twitter.com/2aqgBR2KCX
ରାଷ୍ଟ୍ରମନ୍ତ୍ରୀ ତାଲିକା:
- ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
- ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଅବକାରୀ ମନ୍ତ୍ରୀ
- ପ୍ରୀତିରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
- ଶ୍ରୀକାନ୍ତ ସାହୁ- ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ
- ତୁଷାରକାନ୍ତି ବେହେରା- ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ
- ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା ମନ୍ତ୍ରୀ
- ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ
- ବାସନ୍ତୀ ହେମ୍ବ୍ରମ୍- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି












Click it and Unblock the Notifications