ନାମାଙ୍କନ ଭରିଲେ ଆମେଠୀ ଲୋକସଭା କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା

Kishori Lal Sharma Filed Nomination: ଆମେଠୀ ଆସନରୁ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ଶୁକ୍ରବାର ଅର୍ଥାତ୍ ମେ ୩ ତାରିଖରେ ନାମାଙ୍କନପତ୍ର ଭରିଲେ । ଏଠାରେ ପଞ୍ଚମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠୀତ ହେବ । ଏଥର ଆମେଠୀରୁ କେ.ଏଲ ଶର୍ମା ଏବଂ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ହେବେ ମୁହାଁମୁହିଁ ।

Kishori Lal Sharma

ଗାନ୍ଧୀ ପରିବାରର ଅନୁପସ୍ଥିତିରେ କିଶୋରୀ ଲାଲ ଶର୍ମା ଆମେଠୀ ଏବଂ ରାୟବରେଲି ନିର୍ବାଚନମଣ୍ଡଳୀଗୁଡ଼ିକର କାର୍ଯ୍ୟ ପରିଚାଳନା କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+