Karnataka Election Result 2023: ବିଜୟ ପରେ ଖୁସିରେ କାନ୍ଦିଲେ କଂଗ୍ରେସର ରାଜ୍ୟ ମୁଖ୍ୟ ଡିକେ ଶିବକୁମାର

Karnataka Election Result 2023:କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବା ପାଇଁ ଯାଉଛି । ଏହାରି ମଧ୍ୟରେ କଂଗ୍ରେସର ରାଜ୍ୟ ମୁଖ୍ୟ ଡିକେ ଶିବକୁମାର ବିଜୟ ହାସଲ କରିଛନ୍ତି । ସେ କନକପୁରା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବିପୁଳ ଭୋଟ ବ୍ୟବଧାନରେ ଜେଡିଏସ୍ ଓ ବିଜେପି ପ୍ରାର୍ଥୀଙ୍କୁ ପଛରରେ ପକାଇ ବିଜୟ ହାସଲ କରିଛନ୍ତି ।

congress
ସୂଚନା ଅନୁସାରେ, ଶିବକୁମାର ୨୫,୪୦୬ ଖଣ୍ତ ଭୋଟ୍ ହାତେଇଥିବା ବେଳେ ବିଜେପି ପ୍ରାର୍ଥୀ ଆର ଅଶୋକା ୩,୮୧୩ ଭୋଟ୍ ଓ ଜେଡିଏସର ବି ନାଗାରାଜୁ ୪, ୮୯୮ ଖଣ୍ତ ଭୋଟ ମିଳିଛି । ତେବେ ଶିବକୁମାରଙ୍କ ଭୋଟ ଭାଗ ୭୧.୭୧ ପ୍ରତିଶତ ରହିଛି ।

ବିଜୟ ପରେ ଭାବୁକ ହୋଇ ପଡିଥିଲେ ଶିବକୁମାର । ସେ ଖୁସିରେ କାନ୍ଦି ପକାଇଥିଲେ ଏବଂ ନିଜ ବିଜୟର ସମସ୍ତ ଶ୍ରେୟ ସେ କଂଗ୍ରେସ କର୍ମୀଙ୍କ କଠିନ ପରିଶ୍ରମକୁ ଦେଇଛନ୍ତି । ଏଥିସହିତ ସେ ଜନତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଛନ୍ତି, ସେ ରାଜ୍ୟ ପାଇଁ ଆଗାମୀ ଦିନରେ ଅନେତ ବିକାଶ ମୂଳକ କାର୍ଯ୍ୟ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+