କର୍ଣ୍ଣାଟକ ବିଧାନସଭା ନିର୍ବାଚନ:ଦେଖନ୍ତୁ ସକାଳ ୧୧ଟା ସୁଦ୍ଧା କେତେ ପ୍ରତିଶତ ହୋଇଛି ମତଦାନ

Karnataka Assembly Election 2023: ଆଜି କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟ ଉତ୍ସାହ ଦେଖିବା ପାଇଁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକବାସୀଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଲେଖିଛନ୍ତି, କର୍ଣ୍ଣାଟକର ଲୋକଙ୍କୁ ବିଶେଷ କରି ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଥିବା ଯୁବପିଢିଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଏବଂ ଗଣତନ୍ତ୍ରର ପର୍ବକୁ ଆହୁରି ସମୃଦ୍ଧ କରିବାକୁ ମୁଁ ନିବେଦନ କରିଛନ୍ତି ।

karnataka assembly election

ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ଭୋଟେ ଦେବା ପାଇଁ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଉତ୍ତମ ଶାସନ, ବିକାଶ ତଥା ସମୃଦ୍ଧି ପାଇଁ ବପୁଳ ପରିମାଣରେ ମତଦାନ କରନ୍ତୁ । ଶାହ ଆହୁରି କହିଛନ୍ତି, ଆପଣଙ୍କର ଗୋଟିଏ ଭୋଟ୍ ରାଜ୍ୟରେ ଏକ ବିକାଶମୂଳକ ସରକାର ଆଣିପାରିବ, ଯାହା ସାଧାରଣ ଲୋକଙ୍କ ପାଇଁ କାମ କରିବ ।

କର୍ଣ୍ଣାଟକ ନିର୍ବାଚନ: ସକାଳ 11ଟା ସୁଦ୍ଧା 20.94% ମତଦାନ ହୋଇଛି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ସକାଳ 11 ସୁଦ୍ଧା ମୋଟ 20.94 ପ୍ରତିଶତ ମତଦାନ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+