Lok Sabha Election Result 2024: ମଣ୍ତି ଆସନରେ ଆଗରେ ରହିଛନ୍ତି କଙ୍ଗନା, ବାରାଣସୀରେ ଟ୍ରେଣ୍ତ କରୁଛି ବିଜେପି
Lok Sabha Election Result 2024: ସାରା ଦେଶରେ 2024 ଲୋକସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣନା ଜାରି ରହିଛି । ଏଥର ବଲିଉଡର ରାଣୀ ଅର୍ଥାତ୍ କଙ୍ଗନା ରଣାୱତ ମଧ୍ୟ ବିଜେପି ଟିକେଟରେ ମଣ୍ଡି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବର୍ତ୍ତମାନ, କଙ୍ଗନା ଟ୍ରେଣ୍ଡରେ ରହିଛନ୍ତି ।

କଂଗ୍ରେସର ବିକ୍ରମଦିତ୍ୟଙ୍କଠାରୁ ବହୁତ ଆଗରେ ଅଛନ୍ତି ଏବଂ ତାଙ୍କ ବିଜୟ ପାଖେଇ ଆସୁଛି। ମାଣ୍ଡି ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ବିଜୟ ଆଡକୁ ଗତି କରୁଥିବା ଦେଖିବାକୁ ମିଳିଛି ।












Click it and Unblock the Notifications