ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପତ୍ନୀ କଳ୍ପନା
Hemant Soren: ଆଜି ଗାଣ୍ତେୟ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ । ଏଥରେ ସେ ପ୍ରତ୍ୟେକ୍ଷ ନିର୍ବାଚନକୁ ଓହ୍ଲାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆଝି ବାରହେତ ଆସନରୁ ନାମାଙ୍କର ପତ୍ର ଭରିଛନ୍ତି ।

ପ୍ରଥମେ କଳ୍ପନା ସୋରେନ ନାମାଙ୍କନ ଭରିଥିଲେ । ଏହି ସମୟରେ ତାଙ୍କ ସହ ରାଜ୍ୟସଭା ସାଂସଦ ସର୍ଫରାଜ ଅହମଦ ଉପସ୍ଥିତ ଥିଲେ ।ଗାଣ୍ଡେୟ ଆସନରୁ ପ୍ରକୃତରେ ସର୍ଫରାଜ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ଯାହା ପରେ ଏହି ପଦ ଖାଲି ପଡିଥିଲା । ବର୍ତ୍ତମାନ ଏହି ଆସନରୁ କଳ୍ପନା ସୋରେନ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
गांडेय विधानसभा के अपने लोगों की सेवा करने के लिए आगामी विधानसभा चुनाव में झामुमो उम्मीदवार के रूप में मैंने आज नामांकन पत्र दाखिल किया। गांडेय विधानसभा की जनता का स्नेह, आदरणीय बाबा दिशोम गुरु जी और मां का आशीर्वाद तथा हेमन्त जी का साथ ही मेरा हौसला है, मेरी ताकत है, मेरा… pic.twitter.com/xZmQLffAtn
— Kalpana Murmu Soren (@JMMKalpanaSoren) October 24, 2024
ଏହି ଆସନରୁ କଳ୍ପନାଙ୍କ ଲଢ଼େଇ ବିଜେପି ମୁନିଆ ଦେବୀଙ୍କ ସହ ହେବ। ଅନ୍ୟପକ୍ଷରେ ହେମନ୍ତ ସୋରେନ ମଧ୍ୟ ଦଳୀୟ ସମର୍ଥକଙ୍କ ସହ ନାମାଙ୍କନ କେନ୍ଦ୍ରରେ ପହଞ୍ଚି ନାମାଙ୍କର ପତ୍ର ଭରିଛନ୍ତି ।












Click it and Unblock the Notifications