ମେଣ୍ଟ ହେଲେ ବିଜେଡ଼ି ପାଇପାରେ ୯୮ ବିଧାନସଭା ଆସନ ଆଉ ବିଜେପି ୪୯, ଜାଣନ୍ତୁ କାହା ଭାଗରେ କୋଉ ଆସନ ପଡିପାରେ ?
ରାଜ୍ୟରେ ନିର୍ବାଚନ ପୂର୍ବରୁ ରାଜନୈତିକ ମାହୋଲ ବେଶ୍ ସରଗରମ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ନିର୍ବାଚନ ପାଇଁ ସଜବାଜ ହେଉଥିବା ଦଳମାନେ ବର୍ତ୍ତମାନ ଅନ୍ୟ ଏକ ଦିଗ ଉପରେ ଆଲୋଚନା କରୁଛନ୍ତି । ରାଜ୍ୟରେ ଶାସକ-ବିରୋଧୀ ଥିବା ବିଜେଡ଼ି-ବିଜେପି ଗୋଟିଏ ମଞ୍ଚରେ ଆସିବା ନେଇ ଲାଗି ରହିଥିବା ଚର୍ଚ୍ଚା ଏକ ପ୍ରକାର ସ୍ପଷ୍ଟ ହେଉଛି ।
ଏଥି ମଧ୍ୟରେ ଏହା ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ବିଜେପି-ବିଜେଡ଼ି ୧୫ ବର୍ଷ ପରେ ପୁଣି ଏକ ହେବେ । ତେବେ ଆସନ ବୁଝାମଣାକୁ ନେଇ ଏବେ ଆଲୋଚନା ହେଉଛି ବୋଲି କୁହାଯାଉଛି । ସିଟ୍ ସେୟାରିଂ ଫାଇନାଲ ହେଲେ ମେଣ୍ଟ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି । ତେବେ ମେଣ୍ଟ ହେଲେ କାହା ଭାଗରେ କୋଉ ଆସନ ପଡିପାରେ ଚାଲନ୍ତୁ ଜାଣିବା ।

ବିଜେଡ଼ି ଭାଗରେ ଏହି ଆସନ ?
ବିଜେପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଝାରସୁଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ରଘୁନାଥପାଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
କୁଚିଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ମୋରଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଜଳେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଭୋଗରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବାଲେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ସୋର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ରେମୁଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବାସୁଦେବପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଭଦ୍ରକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଚାନ୍ଦବାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଧର୍ମଶାଳା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଢେଙ୍କାନାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ସୁକିନ୍ଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ହିନ୍ଦୋଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
କୋରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ପର୍ଜଙ୍ଗ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
କାମାକ୍ଷାନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଅନୁଗୋଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଆଠମଲ୍ଲିକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ପାଟଣାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ସୋନପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଝରିଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ନବରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
କଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଡାବୁଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଲାଞ୍ଜିଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ନର୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଫୁଲବାଣୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଜି ଉଦୟଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
କଣ୍ଟାମାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବୌଦ୍ଧ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବାଙ୍କୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଚୌଦ୍ୱାର - କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଆଠଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ସାଲେପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ନିଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ପାଟକୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡ
କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଜଗତସିଂହପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ସତ୍ୟବାଦୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ପିପିଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଜଟଣୀ (ବିଧାନସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବେଗୁନିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଭୁବନେଶ୍ୱର (ଉତ୍ତର): ବିଜେଡି
ଭୁବନେଶ୍ୱର (ଏକାମ୍ର): ବିଜେଡି
ଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଭଞ୍ଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ପୋଲସରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଖଲ୍ଲିକୋଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ସୋରଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ହିଞ୍ଜିଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବ୍ରହ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଚିକିଟି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ମୋହନ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
କୋଟପାଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ପଟ୍ଟାଙ୍ଗି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେଡି
ବିଜେପି ଭାଗରେ ଏହି ଆସନ ?
ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ) : ବିଜେପି
ବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ତଳସରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ବୀରମିତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ରାଉରକେଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ରାଜଗାଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ବଣାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ରେଙ୍ଗାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଦେବଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
କେନ୍ଦୁଝର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଚମ୍ପୁଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଜଶୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ସାରସକଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ରାଇରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଉଦଳା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ବଡ଼ସାହି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ନୀଳଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ପାଲଲହଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ତାଳଚେର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ନୂଆପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଖଡ଼ିଆଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଉମରକୋଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ବଡ଼ମ୍ବା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
କଟକ ସଦର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ମାହାଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ପାରାଦ୍ୱୀପ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ପୁରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଜୟଦେବ ( ବିଧାନସଭା ନିର୍ବାଚନ ମଣ୍ଡଳୀ ) : ବିଜେପି
ଭୁବନେଶ୍ୱର ( ମଧ୍ୟ) : ବିଜେପି
ଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଗୋପାଳପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ଦିଗପହଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି
ପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି ମାଲକାନଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ): ବିଜେପି












Click it and Unblock the Notifications