Himachal Pradesh Assembly Elections 2022: ମଣ୍ଡି ଆସନରୁ ବିଜେପି ବିଧାୟକ ଅନୀଲ ଶର୍ମା ବିଜୟୀ

Himachal Pradesh Assembly Elections 2022: ମଣ୍ଡି ଆସନରୁ ବିଜେପି ବିଧାୟକ ଅନୀଲ ଶର୍ମା ବିଜୟୀ

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ 2022, ମଣ୍ଡି ଆସନ: ମଣ୍ଡି ଆସନରୁ ବିଜେପି ବିଧାୟକ ଅନୀଲ ଶର୍ମା ବିଜୟୀ । ମୋଟ 56,552 ଭୋଟରୁ 30,204 ଭୋଟ୍ ହାତେଇ ସେ ବିଜୟୀ ହାସଲ କରିଛନ୍ତି । ମଣ୍ଡି ନିର୍ବାଚନମଣ୍ଡଳୀରୁ ଚାରି ଚାରି ଥର ବିଧାୟକ ହୋଇଥିବା ଅନୀଲ ଶର୍ମା କଂଗ୍ରେସର ଚମ୍ପା ଠାକୁର (20,424) ଙ୍କୁ 9780 ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି ସ୍ୱାଧିନ ପ୍ରାର୍ଥୀ ପ୍ରବୀଣ କୁମାର 4040 ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

Himachal Pradesh Assembly Elections 2022

ଅନୀଲ ଶର୍ମା ଅଭିନେତା ଆୟୁଷ ଶର୍ମାଙ୍କ ପିତା, ଯିଏ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଭଉଣୀ ଅର୍ପିତାଙ୍କୁ ବିବାହ କରିଛନ୍ତି । 1993 ରେ କଂଗ୍ରେସ ଟିକେଟରେ ଶର୍ମା ପ୍ରଥମ ଥର ପାଇଁ ମଣ୍ଡି ଆସନ ଜିତିଥିଲେ । ସେ 2017 ବିଧାନସଭା ନିର୍ବାଚନ ଜିତିବା ପାଇଁ ବିଜେପିକୁ ଯିବା ପୂର୍ବରୁ 2007 ଏବଂ 2012 ରେ କଂଗ୍ରେସ ପ୍ରାର୍ଥୀ ଭାବରେ ଦୁଇଥର ବିଜୟ ଲାଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+