Haryana Assembly Election 2024 Live Updates: ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ୍ , ୮ ରେ ରେଜଲ୍ଟ
Haryana Assembly Election 2024: ଜମ୍ମୁ-କାଶ୍ମୀରରେ ଭୋଟ ଗ୍ରହଣ ସରିଥିବା ବେଳେ ଆଜି ହରିୟାଣାର ଭୋଟର୍ ନୂଆ ବିଧାନସଭା ପାଇଁ ମତ ସାବ୍ୟସ୍ତ କରିଛନ୍ତି । ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ ହୋଇଛି । ଅପେକ୍ଷା ଆସନ୍ତା ୮ ତାରିଖକୁ । ସେହିଦିନ ଭୋଟ ଗଣସି ହେବା ସହ ଫଳାଫଳ ପ୍ରକାଶ ପାଇବ । ହରିୟାଣା ଜିତିବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଟା ଟକ୍କର ଦେଖିବା ପାଇଁ ମିଳିଛି ।
ସରିଲା ହରିୟାଣା ନିର୍ବାଚନ , ଜାଣନ୍ତୁ କେଉଁଠି ହୋଇଛି ସର୍ବାଧିକ ମତଦାନ
ସନ୍ଧ୍ୟା ୫ଟା ସୁଦ୍ଧା ୬୧.୦୦ ପ୍ରତିଶତ ମତଦାନ ହୋଇଛି
ଅପରାହ୍ନ ୪ ଟା ସୁଦ୍ଧା ୫୪.୩ ପ୍ରତିଶତ ମତଦାନ ହୋଇଛି
ଅପରାହ୍ନ ୩ ଟା ସୁଦ୍ଧା ୪୯.୧୩ ପ୍ରତିଶତ ମତଦାନ
ହରିୟାଣା ସିଏମ ନୟାବ ସିଂ ସାଇନି ଏମିତି କିଛି କହିଦେଲେ ...
#WATCH | Kurukshetra: Haryana CM and BJP candidate from Ladwa assembly constituency Nayab Singh Saini says, "We are getting a lot of love, lotus is blooming in the entire state, lotus is blooming in Ladwa too. We have ended the Congress' politics of nepotism and discrimination.… pic.twitter.com/m05V6SSEVg
— ANI (@ANI) October 5, 2024
ଦିନ ୧ ଟା ସୁଦ୍ଧା ମୋଟ ୩୬.୬୯ ପ୍ରତିଶତ ମତଦାନ
ପ୍ରଥମଥର ଭୋଟ୍ ଦେଲେ ଭାରତୀୟ ସୁଟର ମନୁ ଭାକର
ओलम्पिक पदक विजेता मनु भाकर ने हरियाणा में अपने मतदान केंद्र पर जाकर वोट किया और साथ ही सभी मतदाताओं से वोट करने की अपील की ! ✨#AssemblyElections2024 #HaryanaElection #ReadyToVote #VoiceYourChoice #ECI pic.twitter.com/unzOthJFXk
— Election Commission of India (@ECISVEEP) October 5, 2024
ପୂର୍ବତନ ରାଜ୍ୟପାଳ ଗଣେଶି ଲାଲ ସିରିସାରେ ଦେଲେ ଭୋଟ୍
#WATCH Sirsa, Haryana | Former Odisha Governor Ganeshi Lal casts his vote for the #HaryanaAssemblyElections2024
He says, "We have voted for those who talk about 'Vishwa-Bandhutva', who talk about one earth, one family, one future..." pic.twitter.com/RV3jFqtD5n
— ANI (@ANI) October 5, 2024
୬ ଥରର ବିଧାୟକ ଅନିଲ ବିଜୟଙ୍କ ଆସନର ସ୍ଥିତି
ରେୱାଡ଼ୀ ଭୋଟ୍ ଉପରେ ରାଓ ଇନ୍ଦରଜିତ ସିଂଙ୍କ ପ୍ରତିକ୍ରିୟା, କହିଲେ ...
#WATCH | Rewari | On Voter turnout in #HaryanaAssemblyElections2024, Union Minister Rao Inderjit Singh says "In the morning, farmers have gone to the field to harvest millet. By evening, when they return home from the field and vote, the voting percentage will increase." pic.twitter.com/Cejy0cL7JU
— ANI (@ANI) October 5, 2024
INLD ପ୍ରାର୍ଥୀ ଅଭୟ ସିଂ ଚୌତାଲା କହିଛନ୍ତି,
#WATCH | #HaryanaAssemblyElections2024 | Sirsa, Haryana | INLD candidate from Ellenabad assembly seat of Sirsa, Abhay Singh Chautala says, "A coalition government is going to be formed in Haryana. INLD and BSP will form the government. We will win 30-35 seats..." pic.twitter.com/BlZUfyC8a7
— ANI (@ANI) October 5, 2024
ହରିୟାଣାରେ ଦିବା 11 ଟା ସୁଦ୍ଧା ପର୍ଯ୍ୟନ୍ତ 22.70 ପ୍ରତିଶତ ଭୋଟିଂ
22.70% voter turnout recorded till 11 am in Haryana Assembly elections.
As of 11 am, Palwal recorded the highest voter turnout of 27.94%, followed by Jind at 27.20% and Mewat at 25.65%. Panchkula recorded the lowest voter turnout at 13.46% pic.twitter.com/dxGvrsg1DL
— ANI (@ANI) October 5, 2024
ହରିୟାଣାର ମୁଖ୍ୟମନ୍ତ୍ରୀ କଣ କହିଲେ ?
#WATCH | Ladwa: Haryana Chief Minister and BJP candidate from Ladwa assembly constituency Nayab Singh Saini says, "The wind is in BJP's favour, BJP government is being formed for the third time in Haryana and lotus will bloom in Ladwa with a big margin... No one can stop Congress… pic.twitter.com/XYP3bi5Ew4
— ANI (@ANI) October 5, 2024
INLD ମୁଖ୍ୟ ଓମ୍ ପ୍ରକାଶ ଚୌତାଲା କଣ କହିଲେ
#WATCH | Sirsa: Former Haryana CM and INLD chief Om Prakash Chautala says, "INLD will form govt in Haryana and Aditya Chautala (INLD candidate from Dabwali constituency) will win from here with a good margin."#HaryanaAssemblyElections2024 pic.twitter.com/iLwIDh7c8y
— ANI (@ANI) October 5, 2024
#WATCH | Congress candidate from Rewari Assembly seat, Chiranjeev Rao says "This is a festival of democracy and I feel that people are happy that they are going to be free from BJP after 10 years. The way people have come out to cast their votes shows that Congress is coming to… https://t.co/s7Z5fs6G9Y pic.twitter.com/bsEtv4bwlN
— ANI (@ANI) October 5, 2024
#WATCH | Bhiwani, Haryana: Congress Candidate from Tosham Assembly seat, Anirudh Chaudhary casts his vote for #HaryanaElection
BJP has fielded Shruti Choudhry and AAP has fielded Daljeet Singh from the Tosham Assembly seat. pic.twitter.com/7GgBm8vZC4
— ANI (@ANI) October 5, 2024
କଂଗ୍ରେସ ସାଂସଦ କୁମାରୀ ସେଲଜା ଦେଲେ ଭୋଟ୍
#WATCH | Congress MP Kumari Selja casts her vote at a polling booth in Hisar for the #HaryanaElections pic.twitter.com/0PvngpwQLV
— ANI (@ANI) October 5, 2024
ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ଦେଲେ ଭୋଟ
#WATCH | Haryana: Independent candidate from the Hisar constituency, Savitri Jindal shows her inked finger after casting her vote at a polling booth in Hisar.
She says, "I have cast my vote. This is the election of the people of Hisar, everyone should vote. I will try to make… pic.twitter.com/GhXlycph4A
— ANI (@ANI) October 5, 2024
#WATCH | Haryana CM and BJP's candidate from Ladwa assembly seat, Nayab Singh Saini says "We are winning and forming our government for the third time with a huge margin. Congress does the politics of lies, they lied during Lok Sabha elections that the Constitution and… pic.twitter.com/OjQNp41xWt
— ANI (@ANI) October 5, 2024

-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications