ଗାନ୍ଧୀଧାମ ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗାନ୍ଧୀଧାମ ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୁଜରାଟ: ଗୁଜରାଟ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଜାରି ରହିଛି । ଯେଉଁଠାରେ ବିଜେପି ଲିଡ୍ କରୁଛି । ଏହାରି ମଧ୍ୟରେ ଗାନ୍ଧୀଧାମ ଆସନରୁ ଆଶ୍ଚର୍ଯ୍ୟ କଲାପରି ଘଟଣା ସାମ୍ନାକୁ ଆସିଛି । କଂଗ୍ରେସ ପ୍ରାର୍ଥୀ ଭରତଭାଇ ଭେଲଜିଇଭାଇ ସୋଲଙ୍କି ନିଜ ପରାଜୟ ହେଉଥିବାର ଦେଥି ଭାରସ୍ୟାମ ହରାଇ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଜୁରାଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ମଧ୍ୟରୁ ଗାନ୍ଧୀଧାମ ସିଟ୍ ଅନ୍ୟତମ । ଏହି ଆସନ ବନ୍ଦର ଏବଂ ବାଣିଜ୍ୟ ପାଇଁ ବେଶ୍ ପ୍ରସିଦ୍ଧ । ବିଶେଷ କଥା ହେଉଛି ଗତ ଏକ ଦଶନ୍ଧି ଧରି ଏଠାରେ ବିଜେପି କ୍ଷମତାରେ ଅଛି । ୨୦୧୭ ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ମାଲତି ମାହେଶ୍ୱରୀ ୨୦ ହଜାର ଖ ଣ୍ଟ ଭୋଟ୍ ବ୍ୟବଧାନରେ କଂଗ୍ରେସକୁ ପରାସ୍ତ କରିଥିଲେ ।

Gujarat News
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପ୍ରାରମ୍ଭିକ ଟ୍ରେଣ୍ତରେ ବେଶ୍ ପଛରେ ରହିଯାଇଥିଲେ କଂଗ୍ରେସ ପ୍ରାର୍ଥୀ । ଯାହାକୁ ସହଜରେ ଗ୍ରହଣ ନ କରି ପାରି ସୋଲାଙ୍କି ଆତ୍ମହତ୍ୟା କିରବା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+