ED ଟାର୍ଗେଟରେ ଆଉ ଜଣେ APP ନେତା, କହିଥିଲେ କେଜ୍ରିୱାଲ୍ ମୋଦୀଙ୍କର 'କାଳ'

ED Raids On Gulab Singh Yadav: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ପରେ ରାଜନୈତିକ ଉସ୍ମତା ଦେଖିବା ପାଇଁ ମିଳିଛି । ସବୁଠି ଆପ୍ କର୍ମୀ ମାନେ ଏହି ଗିରଫଦାରୀକୁ ବିରୋଧ କରୁଥିବାର ଦେଖିବା ପାଇଁ ମିଳୁଛି । ଏହାରି ମଧ୍ୟରେ ଆଉ ଏକ ଆମ ଆଦମି ପାର୍ଟି ନେତାଙ୍କ ଘରେ ଇଡି ରେଡ୍ କରିଥିବା ନେଇ ସୂଚନା ରହିଛି ।

Gulab Singh Yadav

ଶନିବାର ୨୩ ମାର୍ଚ୍ଚ ୨୦୨୪ ସକାଳେ, ଇଡି ଦଳ ଜାତୀୟ ରାଜଧାନୀ ଅଞ୍ଚଳର ମଟିଆଲା ଅଞ୍ଚଳର ବିଧାୟକ ଗୁଲାବ ସିଂ ଯାଦବଙ୍କ ଘରେ ଚଢାଉ କରିଛି । ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ ଅନୁସାରେ, ଗୁଲାବ ସିଂ ଯାଦବଙ୍କ ଘରେ ଇଡି ପହଞ୍ଚି ଜାଞ୍ଚ ଆରମ୍ଭ କରିଥିଲା ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନିକଟରେ ଗୁଲାବ ସିଂ ଯାଦବ ମୋଦୀଙ୍କୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କେବଳ ଗୋଟିଏ କାଳ ସେ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+