Get Updates
Get notified of breaking news, exclusive insights, and must-see stories!

କରୋନାରେ କଂଗ୍ରେସର ବରିଷ୍ଠ ନେତାଙ୍କର ଦେହାନ୍ତ : ଶିଲା ଦୀକ୍ଷିତଙ୍କ ସରକାରରେ 15 ବର୍ଷ ରହିଥିଲେ ମନ୍ତ୍ରୀ

କଂଗ୍ରେସର ବରିଷ୍ଠ ନେତା ଡକ୍ଟର ଅଶୋକ କୁମାର ୱାଲିଆଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଡକ୍ଟର ଅଶୋକ କୁମାର ୱାଲିଆଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି । ଅଶୋକ କୁମାର ୱାଲିଆ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ତଥା ଦଳର ଦିଲ୍ଲୀ ୟୁନିଟର ବଳିଷ୍ଠ ନେତା ରହିଆସିଛନ୍ତି । ୱାଲିଆ ଚାରିଥର ବିଧାୟକ ଥିଲେ । 1993 ରେ ରାଜନୈତିକ କ୍ୟାରିୟର ଆରମ୍ଭ କରିବା ପରେ ସେ ପ୍ରଥମ ତିନୋଟି ପଦ ପାଇଁ ଗୀତା କଲୋନୀ ଆସନ ଏବଂ ଗୋଟିଏ ଅବଧି ପାଇଁ ଲକ୍ଷ୍ମୀ ନଗର ସିଟରୁ ପ୍ରତିନିଧିତ୍ୱ କରିଥିଲେ ।

କଂଗ୍ରେସ
ସେ ଶୀଲା ଦୀକ୍ଷିତ ସରକାରରେ 15 ବର୍ଷ ଧରି ଦିଲ୍ଲୀର ମନ୍ତ୍ରୀ ଥିଲେ । ଡକ୍ଚର ଅଶୋକ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ମନ୍ତ୍ରୀ ରହିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+