ଦିଲ୍ଲୀ ବିଧାନସଭା ନିର୍ବାଚନ: BJP ଜାରି କଲା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
Delhi Assembly Election: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ନାମ ଘୋଷଣା କରାଯାଇଛି । ସେହିପରି ନୀତିଶ କୁମାର ଏବଂ ଚିରାଗ ପାସୱାନଙ୍କ ଦଳ ପାଇଁ ଦୁଇଟି ଆସନ ଛଡା ଯାଇଛି। ଜେଡିୟୁ ବୁରାଡିରୁ ଏବଂ ଏଲଜେପି(ଆର) ଦେୱଲିରୁ ନିର୍ବାଚନ ଲଢ଼ିପାରନ୍ତି ।













Click it and Unblock the Notifications