ମହାରାଷ୍ଟ୍ର ପଂଚାୟତ ନିର୍ବାଚନ: ଆରଏସଏସ ଗଡରେ କଂଗ୍ରେସର ବିପୁଳ ବିଜୟ

ନାଗପୁର: ମହାରାଷ୍ଟ୍ରରେ ୮୪ ଜିଲ୍ଲା ପରିଷଦ ସିଟ୍ ଏବଂ ୧୪୧ ଟି ପଂଚାୟତ ସମିତି ସିଟ୍ ନିମନ୍ତେ ହୋଇଥିବା ଉପ ନିର୍ବାଚନରେ ଜାରି ରହିଛି ଭୋଟ୍ ଗଣତି । ମୋଟ ଜିଲ୍ଲା ପରିଷଦ ସିଟ୍ ପାଇଁ ୩୬୭ ଏବଂ ପଂଚାୟତ ସମିତିଗୁଡ଼ିକ ପାଇଁ ୫୫୫ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ତେବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟାଳୟ ନାଗପୁର ଅଂଚଳର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । କଂଗ୍ରେସକୁ ନାଗୁପୁରରେ ବଡ଼ ସଫଳତା ମିଳିଛି ।

congress
ନାଗପୁରର ୧୬ଟି ଆସନ ମଧ୍ୟରୁ କଂଗ୍ରେସକୁ ୯ଟି, ବିଜେପିକୁ ୩ଟି ଏବଂ ଏନ୍ସିପି ତଥା ଅନ୍ୟମାନଙ୍କୁ ୨ଟି ଲେଖାଏ ଆସନରେ ସଫଳତା ମିଳିଛି । ସେହିପରି ପଂଚାୟତ ସମିତି ନିର୍ବାଚନରେ ୩୧ଟି ଆସନ ମଧ୍ୟରୁ ୨୯ଟିର ଫଳାଫଳ ଘୋଷଣା ହୋଇଛି । ଏଥିରେ ମଧ୍ୟ କଂଗ୍ରେସକୁ ବଡ ସପଳତା ମିଳିଛି । କଂଗ୍ରେସକୁ ଏଥି ମଧ୍ୟରୁ ୨୧ଟି ଆସନ, ବିଜେପିକୁ ୫ଟି ଏବଂ ଏନ୍ସିପିକୁ ୨ଟି ଆସନରେ ମିଳିଛି ବିଜୟ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+