ଆଜି ଆସିବ କଂଗ୍ରେସ ନିର୍ବାଚନୀ ଇସ୍ତାହାର: ଫୋକସରେ ମହିଳା

Congress News: ଆଜି ଆସିବ କଂଗ୍ରେସ ନିର୍ବାଚନୀ ଇସ୍ତାହାର । ଦିମ ୧୧ଟା ୩୦ରେ କଂଗ୍ରେସ ମେନିଫେଷ୍ଟୋ ଜାରି କରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ । ଏଥର ଫୋକସରେ ରହିବେ ମହିଳା, ଯୁବ ବର୍ଗ, ଚାଷୀ ଏବଂ ଶ୍ରମିକ ।

Congress News

ସୂଚନା ଅନୁସାରେ, ଦଳର ଇସ୍ତାହାରରେ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟ ମଧ୍ୟ ସାମିଲ ରହିବ । ଏଥର ଫୋକସର ମହିଳା, ଯୁବକ ରହିବ । କଂଗ୍ରେସ କେନ୍ଦ୍ର ସରକାରରେ 30 ଲକ୍ଷ ଖାଲି ସରକାରୀ ପଦବୀ ପୂରଣ କରିବାକୁ ପ୍ରତିଶୃତି ଦେଇପାରେ କଂଂଗ୍ରେସ । ଦେଶର ମୁସଲମାନଙ୍କ ପାଇଁ ମଧ୍ୟ କିଛି ଖାସ ରହିଛି ବୋଲି ଚର୍ଚ୍ଚା ହେଉଛି ।

ମହିଳାମାନଙ୍କ ପାଇଁ ମାସକୁ 6 ହଜାର ସଂରକ୍ଷଣ ଏବଂ କଂଗ୍ରେସ ମନିଫେଷ୍ଟରେ କେନ୍ଦ୍ର ସରକାରୀ ଚାକିରିରେ 33% ସଂରକ୍ଷଣ ବିଷୟରେ ଉଲ୍ଲେଖ କରାଯାଇପାରେ। ଓବିସି ଭୋଟ୍ ବ୍ୟାଙ୍କକୁ ଟ୍ୟାପ୍ କରିବା ପାଇଁ ଏକ ଜାତି ଭିତ୍ତିକ ଜନଗଣନା କରିବା ଏବଂ ପଛୁଆ ଜାତି ପାଇଁ ସଂରକ୍ଷଣର ସୀମା ବୃଦ୍ଧି କରିବାକୁ ମଧ୍ୟ ପ୍ରତିଶୃତି ଦିଆଯାଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+