ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ପ୍ରକାଶ ପାଇଲା କଂଗ୍ରେସର ୪୮ ଜଣିଆ ପ୍ରାର୍ଥୀ ତାଲିକା

Congress: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪୮ ଦଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଦଳ ୮୫ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ହେଲେ ପ୍ରଥମ ପର୍ଯ୍ୟାୟରେ କେବଳ ୪୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରାଯାଇଛି ।

Congress

କଂଗ୍ରେସର ପ୍ରଥମ ତାଲିକାରେ ସାକୋଲି ଆସନରୁ ନାନା ପାଟୋଲେ ପ୍ରାର୍ଥୀ କରାଯାଇଛି । ବାଲାସାହେବ ଥୋରାଟ ସଙ୍ଗମନେର, ବିରୋଧୀ ଦଳ ନେତା ବିଜୟ ୱାଡେଟ୍ଟିୱାର ବ୍ରମହପୁରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ କରାଦ ଦକ୍ଷିଣ ଓ ସିଡବ୍ଲ୍ୟୁସି ସଦସ୍ୟ ତଥା ଆଞ୍ଚଳିକ କାର୍ଯ୍ୟକାରୀ ସଭାପତି ନସୀମ ଖାନ ଚାନ୍ଦିଭାଲି ଆସନରୁ ଟିକେଟ ମିଳିଛି ।

ସେହିପରି ନୀତୀଶ ରାଉତଙ୍କୁ ଦଳ ପୁଣି ନାଗପୁର ଉତ୍ତର ଆସନରୁ ଟିକେଟ୍ ଦେଇଛି । ଧରାବିରୁ ଜ୍ୟୋତି ଏକନାଥ ଗାଏକ୍ୱାଡ, ଲାଥୁର ସିଟିରୁ ଅମିତ ଦେଶମୁଖ ଓ ଲାଥୁର ଗ୍ରାମୀଣରୁ ଧୀରଜ ଦେଶମୁଖ କଂଗ୍ରେସ ଟିକେଟ ଦେଇଛି । ସେହିପରି ଶରଦ ପାୱାରଙ୍କ ଏନସିପି ପ୍ରଥମ ପର୍ଯ୍ୟାୟରେ ୪୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ।

ସୂଚନାଥାଉ ଯେ, ମହାରାଷ୍ଟ୍ରର ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ । ୨୩ରେ ଭୋଟ ଗଣତି ଏବଂ ସମାନ ଦିନ ଫଳାଫଳ ପ୍ରକାଶ ପାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+