ବଢିଲା କଂଗ୍ରେସର ଲୋକସଭା ଆସନ ସଂଖ୍ୟା ! ଜାଣନ୍ତୁ କେଉଁ ଦଳ ଦେଲା ଯୋଗ

Congress Lok Sabha Seats: ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଭଲ କରିବା ସତ୍ତ୍ୱେ ୧୦୦ ଆସନ ଛୁଇଁ ପାରି ନଥିଲା । କଂଗ୍ରେସ ଏକାକୀ ଦେଶରେ ୯୯ଟି ଆସନ ଜିତିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ କଟାକ୍ଷ ମଧ୍ୟ କରିଥିଲେ । ମୋଦି କହିଥିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ବି କଂଗ୍ରେସ ୧୦୦ ଅଙ୍କ ଛୁଇଁ ପାରିବ ନାହିଁ ।

Congress

ହେଲେ କଂଗ୍ରସ ଲୋକସଭା ଆସନ ୧୦୦ ଅଙ୍କ ଛୁଇଁଛି । ଶୁକ୍ରବାର ଦିନ ମହାରାଷ୍ଟ୍ର ସାଂଗଲରୁ ସ୍ୱାଧୀନ ଭାବେ ନିର୍ବାଚନ ଜିତିଥିବା ବିଶାଳ ପାଲିଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ଇଣ୍ତିଆ ମେଣ୍ଟକୁ ସମର୍ଥନ ଜଣାଇଛନ୍ତି । ଯାହା ପରେ ଲୋକସଭାରେ କଂଗ୍ରେସ ସିଟ୍ ସଂଖ୍ୟା ଶହେ ଛୁଇଁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+