ସୁରଙ୍କ ନାଁରେ ଏତଲା , ପିଏମ ମୋଦିଙ୍କୁ କଲେ ଅପଶବ୍ଦ ବ୍ୟବହାର

ପୁଣି ଅଡୁଆରେ ସୁର ରାଉତ ରାୟ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନଯୁକ୍ତ ଶବ୍ଦ ପ୍ରୟୋଗ କରିବା ପରେ ତାଙ୍କ ନାମରେ ଥାନାରେ ଏତଲା। ତେବେ ବିରୋଧରେ ପ୍ରତିବାଦ କରିବା ସହିତ ଥାନାରେ ଏତଲା ଦେଇଛି କେନ୍ଦ୍ରାପଡ଼ା ନଗର ବିଜେପି ।

କେନ୍ଦ୍ରାପଡ଼ା: ପୁଣି ଅଡୁଆରେ ସୁର ରାଉତ ରାୟ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନଯୁକ୍ତ ଶବ୍ଦ ପ୍ରୟୋଗ କରିବା ପରେ ତାଙ୍କ ନାମରେ ଥାନାରେ ଏତଲା। ତେବେ ବିରୋଧରେ ପ୍ରତିବାଦ କରିବା ସହିତ ଥାନାରେ ଏତଲା ଦେଇଛି କେନ୍ଦ୍ରାପଡ଼ା ନଗର ବିଜେପି ।

sura routray

ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ଚାହା ବିକାଳୀର ପୁଅ' ସହ ଏଭଳି ଆହୁରି ଅନେକ କଟୁ କଥା କହି ଅପମାନ କରିଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି। ସୁରଙ୍କ ବିରୋଧରେ ଜିଲ୍ଲା ନଗର ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ସୁରଙ୍କ ବିଧାୟକ ପଦବୀକୁ ରଦ୍ଦ କରାଯିବା ପାଇଁ ବିଜେପି ଦାବି କରିଥିବାବେଳେ କେନ୍ଦ୍ରାପଡା ସାନ୍ତସାହି ଛକ ଠାରେ ସୁରେଶଙ୍କ କୁଶପୁତ୍ତଳିକା ଦାହ କରିବା ସହ କଂଗ୍ରେସ ବିରୋଧରେ ନାରା ବାଜି କରିଛି ଦଳ ।

ଜିଲ୍ଲା ନଗର ବିଜେପି ସଭାପତି ଦିଲ୍ଲୀପ ଦାଶଙ୍କ ନେତୃତ୍ବରେ ଦଳର କର୍ମୀମାନେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିସହ ସୁର ରାଉତରାୟଙ୍କ ବିଧାୟକ ପଦବୀକୁ ରଦ୍ଦ କରାଯିବା ନେଇ ଦାବି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+