ବିଦ୍ରୋହୀ ବିଧାୟକଙ୍କୁ Y+ ସୁରକ୍ଷା, ବାଦ ପଡିଲେ ସିନ୍ଦେ

ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ । ଏହାରି ମଧ୍ୟରେ ଗୌହାଟୀରେ ଡେରା ପକାଇଥିବା ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ପକ୍ଷରୁ ମିଳିଛି 'Y+' ସୁରକ୍ଷା । କିନ୍ତୁ ୧୫ଜଣ ବିଧାୟକଙ୍କୁ ଏହି ସୁରକ୍ଷା ମିଳିଥିବା ବେଳେ ଏଥିରୁ ବାଦ ପଢିଛନ୍ତି ଏକନାଥ ସିନ୍ଦେ ।

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ । ଏହାରି ମଧ୍ୟରେ ଗୌହାଟୀରେ ଡେରା ପକାଇଥିବା ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ପକ୍ଷରୁ ମିଳିଛି 'Y+' ସୁରକ୍ଷା । କିନ୍ତୁ ୧୫ଜଣ ବିଧାୟକଙ୍କୁ ଏହି ସୁରକ୍ଷା ମିଳିଥିବା ବେଳେ ଏଥିରୁ ବାଦ ପଢିଛନ୍ତି ଏକନାଥ ସିନ୍ଦେ । Y ବର୍ଗର ସୁରକ୍ଷା ଆଠଜଣ କର୍ମଚାରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କିମ୍ବା ୨ଜଣ କମାଣ୍ଡୋ ଏବଂ ପୋଲିସ କର୍ମୀ ରହିଥାନ୍ତି ।

mla

ସିଆରପିଏଫ ମଧ୍ୟ ଗୌହାଟୀରେ ଏକନାଥ ସିନ୍ଧେ ଏବଂ ଅନ୍ୟ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ବେଳେ ଦାଦର ବିଧାୟକ ସଦା ସରଭଙ୍କାରଙ୍କ ବାସଭବନରେ ନିୟୋଜିତ ହୋଇଛନ୍ତି । ଏନେଇ ଉଦ୍ଧବ ଠାକରେଙ୍କ ସମର୍ଥକ କହିଛନ୍ତି ଯେ, ''ଯେଉଁମାନେ ଦଳ ଛାଡିଛନ୍ତି ସେମାନେ ବିଶ୍ବାସଘାତକ, ସେମାନେ ଶିବ ସୈନିକ ନୁହଁନ୍ତି, ଆମେ ସେମାନଙ୍କୁ ଶିବ ପ୍ରସାଦ ଦେବୁ ବୋଲି କହିଛନ୍ତି ସମର୍ଥକ ।

ଗୃହ ମନ୍ତ୍ରଣାଳୟକୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକର ସୁପାରିଶ ପରେ ବିଧାୟକମାନଙ୍କୁ ସୁରକ୍ଷା ମଞ୍ଜୁର କରାଯାଇଥିଲା ଏବଂ ଦର୍ଶାଯାଇଥିଲା ଯେ ମହାରାଷ୍ଟ୍ରର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟ ହେତୁ ବିଦ୍ରୋହୀ ବିଧାୟକ ଏବଂ ସେମାନଙ୍କ ପରିବାର ସେମାନଙ୍କ ଶାରୀରିକ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦର ସମ୍ମୁଖୀନ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+