ଡାଭାଇଡର ଉପରେ ଚଢିଗଲା କାର୍:୨ଗୁରୁତର
Accident News: ବିଦ୍ୟୁତ ଖିୁଣ୍ଟରେ ପିଟି ହୋଇ ଡିଭାଇଡର ଉପରେ ଚଢିଗଲା କାର୍ । ଏହି ଘଟଣା ଡମଣା ଛକ ଅଶ୍ୱିନୀ ହସ୍ପିଟାଲ ନିକଟରେ ଘଟିଛି । ତେବେ କାର୍ ଥିବା ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗାଡିଟି କୋଲକତାର ବର୍ତ୍ତମାନ କାହାରି ପରିଚୟ ମିଳିପାରି ନାହିଁ ।













Click it and Unblock the Notifications