ଉପନିର୍ବାଚନ : ବାଜି ମାରିନେଲା ବିଜେଡି, ବେଣୁ ମଉସା ପାଇଲେ 1255 ଭୋଟ୍
ଉପନିର୍ବାଚନ ଜିତିଲା ବିଜେଡି
ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ବାଜିମାତ୍ କରିଛି ବିଜୁ ଜନତା ଦଳ । ବାଲେଶ୍ୱର ସଦରରୁ ସ୍ୱରୂପ ଦାଶ ଓ ତିର୍ତ୍ତୋଲକୁ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି । ସ୍ୱରୂପ ବାଲେଶ୍ୱରରୁ 84 ହଜାର 97 ଖଣ୍ଡ ଭୋଟ ପାଇଥିବା ବେଳେ ତିର୍ତ୍ତୋଲରେ ବିଜୟ ଶଙ୍କର 88ହଜାର 310 ଖଣ୍ଡ ଭୋଟ୍ ପାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇଟି ସ୍ଥାନରେ ବିଜେଡିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପ୍ରାର୍ଥୀଙ୍କ ସମେତ ଦଳର କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅପରପକ୍ଷରେ କେଟିଲ୍ ଚିହ୍ନରେ ବାଲେଶ୍ୱର ସଦର ଆସନରୁ ଛିଡା ହୋଇ ଚର୍ଚ୍ଚାକୁ ଆସିଥିଲେ ବେଣୁ ମଉସା । ସ୍ୱାଧୀନ ପାର୍ଥୀ ଭାବରେ ନିର୍ବାଚନ ଲଢୁଥିବା ବେଣୁ ମଉସାଧର ବାରିକଙ୍କ ପାଇଁ ଅଭିନେତ୍ରୀମାନେ ପ୍ରଚାର କରିବାକୁ ଯାଇଥିଲେ । ବେଣୁ ମଉସା ରାଜନୀତିର ଅଙ୍କ ଭୁଲ କରି ପାରନ୍ତି ବୋଲି ରାଜନୈତିକ ସ୍ତରରେ ଆଲୋଚନା ମଧ୍ୟ ହୋଇଥିଲା । ହେଲେ ଉପନିର୍ବାଚନରେ ବେଣୁ ମଉସାଙ୍କୁ ନିରାଶ ହେବାକୁ ମିଳିଛି । ତାଙ୍କୁ ପୋଷ୍ଟାଲ ବାଲାଟରେ 4 ଖଣ୍ଡ ଭୋଟ୍ ମିଳିଥିବା ବେଳେ ଇଭିଏମରେ 1251 ଭୋଟ୍ ମିଳିଛି । ଏହିପରି ଭାବରେ ସମୁଦାୟ 1255 ଭୋଟ୍ ବେଣୁ ମଉସା ପାଇଛନ୍ତି ।
More From
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications