ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା; ୩୫ ଆସନରେ ନାଁ ଘୋଷଣା ବାକି

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଆଜି ଆସିପାରେ । ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ବାକି ଥିବା ଆସନରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ ।

ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ କିଛି ଆସନରେ ଦଳ ପ୍ରାର୍ଥୀ ଘୋଷଣା ହୋଇନାହିଁ । ମୋହନା, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, ଝରିଗାଁ, ଡାବୁଗାଁ, କୋଟପାଡ ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ୩୫ ଆସନରେ ନାଁ ଘୋଷଣା ବାକି ଥିବା ବେଳେ ଆଜି ପ୍ରାର୍ଥୀ ତାଲିକା ଆସିବ ବୋଲି ଚର୍ଚ୍ଚା ହେଉଛି ।

odisha assembly election 2024

ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

  • ପଦ୍ମପୁର- ଗୋବର୍ଦ୍ଧନ ଭୁଏ
  • ବିଜେପୁର- ସନତ ଗଡ଼ତିଆ
  • ବରଗଡ଼- ଅଶ୍ବିନୀ ଷଡ଼ଙ୍ଗୀ
  • ଅତାବିରା- ନିହାର ମହାନନ୍ଦ
  • ଭଟଲୀ- ଈରାଶିଷ ଆଚାର୍ଯ୍ୟ
  • ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ
  • ତଳସରା- ଭବାନୀଶଙ୍କର ଭୋଇ
  • ସୁନ୍ଦରଗଡ଼- କୁସୁମ ଟେଟେ
  • ବୀରମିତ୍ରପୁର- ଶଙ୍କର ଓରାମ
  • ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ
  • ରାଜଗାଙ୍ଗପୁର- ନରସିଂହ ମିଞ୍ଜ
  • ବଣାଇ- ସେବତୀ ନାଏକ
  • କୁଚିଣ୍ଡା- ରବି ନାରାୟଣ ନାଏକ
  • ରେଙ୍ଗାଲି- ନାଉରୀ ନାଏକ
  • ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର
  • ଦେବଗଡ଼- ସୁବାସ ପାଣିଗ୍ରାହୀ
  • ଆନନ୍ଦପୁର- ଆଲୋକ ସେଠୀ
  • କେନ୍ଦୁଝର- ମୋହନ ମାଝୀ
  • ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ
  • ଉଦଳା- ଭାସ୍କର ମଢ଼େଇ
  • ବଡ଼ସାହି- ସନାତନ ବିଜୁଳି
  • ବାରିପଦା- ପ୍ରକାଶ ସୋରେନ
  • ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର
  • ଜଳେଶ୍ବର- ବ୍ରଜ ପ୍ରଧାନ
  • ବାଲେଶ୍ବର- ମାନସ ଦତ୍ତ
  • ରେମୁଣା- ଗୋବିନ୍ଦ ଦାସ
  • ସୋର- ରାଜେନ୍ଦ୍ର ଦାସ
  • ସିମୁଳିଆ- ପଦ୍ମଲୋଚନ ପଣ୍ଡା
  • ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର
  • ଧାମନଗର- ସୂର୍ଯ୍ୟବଂଶୀ ସୂରଜ
  • ବିଂଝାରପୁର- ବବିତା ମଲ୍ଲିକ
  • ବଡ଼ଚଣା- ଅମର ନାୟକ
  • ଧର୍ମଶାଳା- ସ୍ମୃତିରେଖା ପହି
  • ଯାଜପୁର- ଗୌତମ ରାୟ
  • ସୁକିନ୍ଦା- ପ୍ରଦୀପ ବଳସାମନ୍ତ
  • ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
  • କାମାକ୍ଷାନଗର- ଶତୃଘ୍ନ ଜେନା
  • ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ
  • ପାଲଲହଡ଼ା- ଅଶୋକ ମହାନ୍ତି
  • ତାଳଚେର- କାଳିନ୍ଦୀ ସାମଲ
  • ଛେଣ୍ଡିପଦା- ଅଗସ୍ତୀ ବେହେରା
  • ଆଠମଲ୍ଲିକ- ସଂଜୀବ ସାହୁ
  • ବୀରମହାରାଜପୁର- ରଘୁନାଥ ଜଗଦଳା
  • ସୋନପୁର- ପ୍ରମୋଦ ମହାପାତ୍ର
  • ଲୋଇସିଂହା- ମୁକେଶ ମହାଲିଙ୍ଗ
  • ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ
  • ଟିଟିଲାଗଡ଼- ନବୀନ ଜୈନ
  • କଣ୍ଟାବାଂଜି- ଲକ୍ଷ୍ମଣ ବାଗ
  • ନୂଆପଡ଼ା- ଅଭିନନ୍ଦନ ପଣ୍ଡା
  • ଖଡ଼ିଆଳ- ହିତେଶ ବଗର୍ତ୍ତୀ
  • ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
  • ନବରଙ୍ଗପୁର- ଗୌରୀଶଙ୍କର ମାଝୀ
  • ଲାଞ୍ଜିଗଡ଼- ରମେଶ ମାଝୀ
  • ଜୁନାଗଡ଼- ମନୋଜ ମେହେର
  • ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ
  • ନର୍ଲା- ଅନୀରୁଦ୍ଧ ପ୍ରଧାନ
  • ବାଲିଗୁଡ଼ା- କଳ୍ପନା କହଁର
  • ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ
  • ଫୁଲବାଣୀ- ଉମାଚରଣ ମଲ୍ଲିକ
  • ଅନୁଗୋଳ- ପ୍ରତାପ ପ୍ରଧାନ
  • କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ
  • ବୌଦ୍ଧ- ସରୋଜ ପ୍ରଧାନ
  • ବଡ଼ମ୍ବା- ସମ୍ବିତ ତ୍ରିପାଠୀ
  • ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ
  • ଆଠଗଡ଼- ଅଭୟ ବାରିକ
  • ଚୌଦ୍ୱାର- ନୟନ କିଶୋର ମହାନ୍ତି
  • ନିଆଳି- ଛବି ମଲ୍ଲିକ
  • କଟକ ସଦର- ପ୍ରକାଶ ସେଠୀ
  • ମାହାଙ୍ଗା- ସୁମନ୍ତ ଘଡ଼େଇ
  • ପାଟକୁରା- ତେଜେଶ୍ବର ପରିଡ଼ା
  • ଆଳି- କୃଷ୍ଣଚନ୍ଦ୍ର ପଣ୍ଡା
  • ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ
  • ପାରାଦୀପ- ସଂପଦ ସ୍ୱାଇଁ
  • ତିର୍ତ୍ତୋଲ- ରାଜକିଶୋର ବେହେରା
  • ନିମାପଡ଼ା- ପ୍ରଭାତି ପରିଡ଼ା
  • ପୁରୀ- ଜୟନ୍ତ ଷଡ଼ଙ୍ଗୀ
  • ସତ୍ୟବାଦୀ- ଓମ୍‌ ପ୍ରକାଶ ମିଶ୍ର
  • ପିପିଲି- ଆଶ୍ରିତ ପଟ୍ଟନାୟକ
  • ଜୟଦେବ- ଅରବିନ୍ଦ ଢାଲି
  • ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ
  • ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
  • ଏକାମ୍ର- ବାବୁ ସିଂହ
  • ଜଟଣୀ- ବିଶ୍ୱରଂଜନ ବଡ଼ଜେନା
  • ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ
  • ରଣପୁର- ତାପସ ମାର୍ଥା
  • ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ
  • ଦଶପଲ୍ଲା- ରାଘବ ମଲ୍ଲିକ
  • ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ
  • ଭଂଜନଗର- ପ୍ରଦ୍ୟୁମ୍ନ ନାଏକ
  • ପୋଲସରା- ଗୋକୁଳାନନ୍ଦ ମଲ୍ଲିକ
  • କବିସୂର୍ଯ୍ୟନଗର- ପ୍ରତାପ ନାୟକ
  • ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ
  • ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ
  • ଆସିକା- ସରୋଜ ପାଢ଼ୀ
  • ସୋରଡ଼ା- ନୀଳମଣି ବିଷୋୟୀ
  • ହିଂଜିଳି- ଶିଶିର ମିଶ୍ର
  • ଗୋପାଳପୁର- ବିଭୂତି ଜେନା
  • ବ୍ରହ୍ମପୁର- କେ. ଅନୀଲ କୁମାର
  • ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
  • ଚିକିଟି- ମନୋରଂଜନ ଦ୍ୟାନସାମନ୍ତରାୟ
  • ପାରଳାଖେମୁଣ୍ଡି- କେ. ନାରାୟଣ ରାଓ
  • ଗୁଣପୁର- ତ୍ରିନାଥ ଗମାଙ୍ଗ
  • କୋରାପୁଟ- ରଘୁରାମ ମାଛ
  • ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ
  • ମାଲକାନଗିରି- ନରସିଂହ ମାଡ଼କାମୀ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+