Get Updates
Get notified of breaking news, exclusive insights, and must-see stories!

ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ

ବିରୋଧୀ ଦଳ ନେତା ହେଲେ ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ବିଧାନସଭାରେ ବିରୋଧୀ ଦଳ ନେତା ଘୋଷଣା ହୋଇଛି ।

ଭୁବନେଶ୍ବର: ବିରୋଧୀ ଦଳ ନେତା ହେଲେ ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ବିଧାନସଭାରେ ଏନେଇ ଘୋଷଣା କରାଯାଇଛି । ବିଜେପି ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି। ପ୍ରଦୀପ୍ତ ନାୟକଙ୍କ ସ୍ଥାନରେ ଜୟନାରାୟଣଙ୍କୁ ଦାୟିତ୍ବ ଦିଆଯାଇଛି ।

JAY

ଅସୁସ୍ଥତା କାରଣରୁ ବିଧାନ ସଭାରେ ଯୋଗ ଦେଇ ପାରୁନାହାଁନ୍ତି ପ୍ରଦୀପ । ଏଥିପାଇଁ ଦଳ ତାଙ୍କ ସ୍ଥାନରେ ଜୟନାରାୟଣଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ନୂଆ ଦାୟିତ୍ୱ ପରେ ଜୟ ନାରାୟଣ ରାଜ୍ୟ ବିଜେପି ନେତାଙ୍କୁ ଧନ୍ୟବାଦ ଦେବା ସହ ଏହାକୁ ନିଷ୍ଠାର ସହ ପୂରଣ କରିବି ବୋଲି କହିଛି ।

ସମ୍ବଲପୁରରରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି ଜୟନାରାୟଣ ମିଶ୍ର । 2004ରୁ 2009 ପର୍ଯ୍ୟନ୍ତ ନବୀନ ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ପରେ 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀନି ଡାକ୍ତର ରାଶେଶ୍ବରୀ ପାଣିଗ୍ରାହୀଙ୍କ ଠାରୁ ପରାଜିତ ହୋଇଥିଲେ ଜୟ ନାରାୟଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+