BJP Dist President: ବିଜେପିର ଜିଲ୍ଲା ସଭପତି ଘୋଷଣା

ବିଭିନ୍ନ ଜିଲାରେ ଭାଜପା ଦଳୀୟ କାର୍ଯ୍ୟାଳୟରେ ସଭାପତି ଘୋଷଣା ହେଉଛି। ବରିଷ୍ଠ ନେତାଙ୍କୁ ବାଛି ତାଙ୍କୁ ବିଜିଲାର ଦାୟିତ୍ୱ ଦିଆଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲା ଭାଜପା ସଭାପତିଙ୍କ ନା ଘୋଷଣା ହୋଇଛି। ସରୋଜ ସାବତଙ୍କୁ ଦଳ ଜିଲା ସଭାପତି ଭାବେ ଚୟନ କରିଛି।

BJP Dist President

ଦୁଇଟି ପର୍ୟ୍ୟାୟରେ ରାଜ୍ୟ ଭାଜପା ଜିଲା ସଭାପତିଙ୍କ ନାମ ଘୋଷଣା ହୋଇପାରେ । ଶନିବାର ପ୍ରଥମ ଦିନରେ ୨୩ ସାଂଗଠନିକ ଜିଲାର ଜିଲା ସଭାପତିଙ୍କ ନାମ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୨୩ଟି ସାଂଗଠାନିକ ଜିଲାର ଜିଲା ସଭାପତି ନା ଘୋଷଣା ହେବା ପରେ ବାକି ୧୪ଟି ଜିଲା ସଭାପତିଙ୍କ ନାଁ ଦିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି ।

  • ଗଞ୍ଜାମ : ସରୋଜ ସାବତ
  • ବଲାଙ୍ଗୀର: ଶ୍ରୀବତ୍ସ ବେହେରା
  • ସୁନ୍ଦରଗଡ଼: ଗିରୀଶ ସାହୁ
  • ଢେଙ୍କାନାଳ: ରାସବିହାରୀ ବେହେରା
  • କେନ୍ଦ୍ରାପଡ଼ା: ଶଶାଙ୍କ ଶେଖର ସେଠୀ
  • ବାଲେଶ୍ବର: ଈଶ୍ବର ଚନ୍ଦ୍ର ବେହେରା
  • କଟକ ନଗର: ସୁକାନ୍ତ ଚନ୍ଦ୍ର ବିଶ୍ବାଳ
  • ପୁରୀ: ଦେବେନ୍ଦ୍ର ତରାଇ
  • କଳାହାଣ୍ଡି: ଯୁଗଳ ପୋଢ଼
  • ବରଗଡ : ଡ. ଅରୂପାନନ୍ଦ ସାହୁ
  • ଦେବଗଡ:ଅରୁଣ କୁମାର ସାହୁ
  • ଆସିକା: ବିଜୟ ସ୍ବାଇଁ
  • ଘୁମୁସର(ଭଞ୍ଜନଗର):ନୀଳମାଧବ ପାତ୍ର
  • ପଶ୍ଚିମ ମୟୂରଭଞ୍ଜ - (ରାଇରଙ୍ଗପୁର): ଜୁରୀଲାଲ ମହନ୍ତ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+