ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି; ସମ୍ବଲପୁରରୁ ଛିଡ଼ା ହେବେ ପ୍ରଣବ ପ୍ରକାଶ
ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି । ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦୀର୍ଘ ୧୫ଦିନ ପରେ ଭିଡିଓ ମାଧ୍ୟମରେ ଗଣମାଧ୍ୟମକୁ ଆସି ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ ।ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କାହାକୁ କେଉଁଠୁ ମିଳିଲା ଟିକେଟ୍ ?
ଲୋକସଭା
- କଳାହାଣ୍ଡି - ଲମ୍ବୋଧର ନିଆଳ
- ସମ୍ବଲପୁର - ପ୍ରଣବ ପ୍ରକାଶ ଦାସ
- ସୁନ୍ଦରଗଡ - ଦିଲ୍ଲୀପ ତିର୍କୀ
- ମୟୂରଭଞ୍ଜ - ସୁଦାମ ମାର୍ଣ୍ଡି
- କେନ୍ଦ୍ରାପଡା - ଅଂଶୁମାନ ମହାନ୍ତି
- ନବରଙ୍ଗପୁର - ପ୍ରଦୀପ ମାଝୀ
- ଭୁବନେଶ୍ୱର - ମନ୍ମଥ ରାଉତରାୟ
- କୋରାପୁଟ - କୌଶଲ୍ୟା ହିକ୍କକା
- ଆସ୍କା - ରଞ୍ଜିତା ସାହୁ
ବିଧାନସଭା ପ୍ରାର୍ଥୀ
- ବିଷମ କଟକ - ଜଗନ୍ନାଥ ସାରକା
- ଗୁଣୁପୁର - ରଘୁନାଥ ଗମାଙ୍ଗ
- ରାୟଗଡା - ଅନୁସୂୟା ମାଝୀ
- ବରଗଡ - ଦେବେଶ ଆଚାର୍ଯ୍ୟ
- ବିଜେପୁର - ରୀତା ସାହୁ
- ଅତାବିରା - ସେହ୍ନାଙ୍ଗିନୀ ଛୁରିଆ
- ଭଟଲି - ସୁଶାନ୍ତ ସିଂ
- ଜଳେଶ୍ୱର - ଅଶ୍ୱିନୀ କୁମାର ପାତ୍ର
- ବସ୍ତା - ସୁବାସିନୀ ଜେନା
- ଭଣ୍ଡାରୀପୋଖରୀ - ସଞ୍ଜୀବ ମଲ୍ଲିକ
- ଭଦ୍ରକ - ପ୍ରଫୁଲ ସାମଲ
- ବାସୁଦେବପୁର - ବିଷ୍ମୁବତ୍ର ରାଉତରାୟ
- ଧାମନଗର - ଡକ୍ଟର ସଞ୍ଜୟ କୁମାର ଦାସ
- ଚାନ୍ଦବାଲି - ବ୍ୟୋମକେଶ ରାୟ
- ବିଜ୍ଞାରପୁର - ପ୍ରମିଳା ମଲ୍ଲିକ
- ଧର୍ମଶାଳା - ପ୍ରଣବ ବଳବନ୍ତରାୟ
- ଯାଜପୁର - ସୁଜାତା ସାହୁ
- ସୁକିନ୍ଦା - ପ୍ରୀତିରଞ୍ଜନ ଘଡେଇ
- ଢେଙ୍କାନାଳ - ସୁଧୀର ସାମଲ
- କାମାକ୍ଷାନଗର - ପ୍ରଫୁଲ କୁମାର ମଲ୍ଲିକ
- ପରଜଙ୍ଗ - ନୃସିଂହ ସାହୁ
- ପାଲଲହଡା - ମୁକେଶ ପାଲ
- ଛେଣ୍ଡିପଦା - ସୁଶାନ୍ତ କୁମାର ବେହେରା
- ସୋନପୁର - ନିରଞ୍ଜନ ପୂଜାରୀ
- ଲୋଇସିଂହା - ନିହାର ରଞ୍ଜନ ବେହେରା
- ପାଟଣାଗଡ - ସରୋଜ ମେହେର
- ବଲାଙ୍ଗୀର - କଳିକେଶ ନାରାୟଣ ସିଂହଦେଓ
- ଟିଟିଲାଗଡ - ଟୁକୁନି ସାହୁ
- ନୂଆପଡା - ରାଜେନ୍ଦ୍ର ଢୋଲକିଆ
- ଉମରକୋଟ - ନବୀନା ନାୟକ
- ଝରିଗାଁ - ରମେଶ ଚନ୍ଦ୍ର ମାଝୀ
- ନବରଙ୍ଗପୁର - କୌଶଲ୍ୟା ପ୍ରଧାନୀ
- ଡାବୁଗାଁ - ମନୋହର ରନ୍ଧାରୀ
- ଲାଞ୍ଜିଗଡ - ପ୍ରଦୀପ କୁମାର ଦିଶାରୀ
- ଜୁନାଗଡ - ଦିବ୍ୟଶଙ୍କର ମିଶ୍ର
- ଧର୍ମଗଡ - ପୁଷ୍ପେନ୍ଦ୍ର ସିଂ ଦେଓ
- ଭବାନୀପାଟଣା - ଲତିକା ନାୟକ
- ଜି ଉଦୟଗିରି - ସାଲୁଗା ପ୍ରଧାନ
- କଣ୍ଟାମାଳ - ମହିଧର ରଣା
- ବୌଦ୍ଧ - ପ୍ରଦୀପ କୁମାର ଅମାତ
- ବଡମ୍ବା - ଦେବୀ ପ୍ରସାଦ ମିଶ୍ର
- ବାଙ୍କୀ - ଦେବୀରଞ୍ଜନ ତ୍ରିପାଠୀ
- ଆଠଗଡ - ରଣେନ୍ଦ୍ର ପ୍ରତାପ ସ୍ୱାଇ
- କଟକ ଚୌଦାର - ସୌଭିକ ବିଶ୍ୱାଳ
- ନିଆଳି - ପ୍ରମୋଦ ମଲ୍ଲିକ
- କଟକ ସଦର - ଚନ୍ଦ୍ରସାରଥୀ ବେହେରା
- ପାଟକୁରା - ଅରବିନ୍ଦ ମହାପାତ୍ର
- ଆଳି - ପ୍ରତାପ ଦେବ
- ରାଜନଗର - ଧ୍ରୁବ ସାହୁ
- ମହାକାଳପଡା - ଅତନୁ ସବ୍ୟସାଚ୍ଚୀ ନାୟକ
- ପୁରୀ - ସୁନୀଲ ମହାନ୍ତି
- ବ୍ରହ୍ମଗିରି - ଉମାକାନ୍ତ ସାମନ୍ତରାୟ
- ସତ୍ୟବାଦୀ - ସଞ୍ଜୟ ଦାସବର୍ମା
- ପିପିଲି - ରୁଦ୍ର ପ୍ରସାଦ ମହାରଥୀ
- ଜଟଣୀ - ବିଭୂତି ବଳବନ୍ତରାୟ
- ରଣପୁର - ସତ୍ୟନାରାୟଣ ପ୍ରଧାନ
- ଦଶପଲ୍ଲା - ରମେଶ ଚନ୍ଦ୍ର ବେହେରା
- ନୟାଗଡ - ଅରୁଣ ସାହୁ
- ଭଞ୍ଜନଗର - ବିକ୍ରମ କେଶରୀ ଆରୁଖ
- ପୋଲସରା - ଶ୍ରୀକାନ୍ତ ସାହୁ
- କବିସୂର୍ଯ୍ୟନଗର - ଲତିକା ପ୍ରଧାନ
- ଛତ୍ରପୁର - ସୁବାଷ ଚନ୍ଦ୍ର ବେହେରା
- ସୋରଡା - ସଂଘମିତ୍ରା ସ୍ୱାଇଁ
- ହିଞ୍ଜିଳି - ନବୀନ ପଟ୍ଟନାୟକ
- ଗୋପାଳପୁର - ବିକ୍ରମ କୁମାର ପଣ୍ଡା
- ଦିଗପହଣ୍ଡି - ବିପ୍ଲବ ପାତ୍ର
- ଚିକିଟି - ଚିନ୍ମୟ ନନ୍ଦ ଶ୍ରୀରୂପଦେବ
- କୋଟପାଡ - ଚନ୍ଦ୍ରଶେଖର ମାଝୀ
- କୋରାପୁଟ - ରଘୁରାମ ପୋଡାଲ
- ମାଲକାନଗିରି - ମାନସ ମାକାମ୍ବୀ
- କାଶୀପୁର - ବଦ୍ରିନାରାୟଣ ପାତ୍ର
- ପାଟଣା - ଜଗନ୍ନାଥ ନାୟକ












Click it and Unblock the Notifications