ପଦ୍ମପୁର ଉପନିର୍ବାଚନ: ପଦ୍ମପୁର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡ଼ି ଆଗୁଆ
ପଦ୍ମପୁର ଉପନିର୍ବାଚନ: ପଦ୍ମପୁର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡ଼ି ଆଗୁଆ
ପଦ୍ମପୁର ଉପନିର୍ବାଚନ: ପଦ୍ମପୁର ଉପନିର୍ବାଚନ: ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଜାରି । ପ୍ରଥମ ରାଉଣ୍ତରେ ବିଜେଡି ପ୍ରାର୍ଥୀ ଆଗୁଆ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା
ଆଗୁଆ । ପ୍ରଥମ ରାଉଣ୍ତରେ ୧୭୧୨ ଖଣ୍ତ ଭୋଟରେ ବିଜେଡି ଆଗୁଆ । ପ୍ରଥମ ରାଉଣ୍ତରେ ବର୍ଷା ବରିହାଙ୍କୁ ୫ ହାଜାର ୫୦୧ ଭୋଟ୍, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହାଜର ୭୮୯ ଭୋଟ୍ ଏବଂ କଂଗ୍ରେସ୍ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୨୦୬ ଖଣ୍ତ ଭୋଟ୍ ମିଳିଛି ।













Click it and Unblock the Notifications