୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡ଼ି: ଦେଖନ୍ତୁ, କେଉଁ ଜିଲ୍ଲା ପାଇଁ କାହାକୁ ଦାୟିତ୍ୱ ?

ଭୁବନେଶ୍ୱର: ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡ଼ି । ନୂଆ ପର୍ଯ୍ଯବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଏନେଇ ନୂଆ ତାଲିକା ଜାରି କରାଯାଇଛି ।
ତେବେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ତାଙ୍କୁ ଦିଆଯାଇଛି । ସେହପିର ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି ।

ଦେଖନ୍ତୁ, କେଉଁ ଜିଲ୍ଲା ପାଇଁ କାହାକୁ ଦାୟିତ୍ୱ ?
- ଅନୁଗୁଳ- ପ୍ରଣବ ପ୍ରକାଶ ଦାସ
- ବାଲେଶ୍ୱର- ପ୍ରତାପ କେଶରୀ ଦେବ
- ବରଗଡ଼- ସୁଧିର କୁମାର ସାମଲ
- ଭଦ୍ରକ- ପ୍ରତାପ ଜେନା
- ବଲାଙ୍ଗୀର- ସୁଶାନ୍ତ ସିଂହ
- ଦେବଗଡ଼- ଅମରେଶ ଜେନା
- କଟକ- ପ୍ରଫୁଲ ମଲ୍ଲିକ
- ଢେଙ୍କାନଳ- ପ୍ରଣବ ପ୍ରକାଶ ଦାସ
- ଗଜପତି ଓ ରାୟଗଡ଼ା- ଅତନୁ ସବ୍ୟସାଚୀ ନାୟକ
- ଜଗତସିଂହପୁର- ଅରୁଣ କୁମାର ସାହୁ
- କନ୍ଧମାଳ- ବିଜୟ ନାୟକ
- କେନ୍ଦ୍ରାପଡ଼ା- ପ୍ରମିଳା ମଲ୍ଳିକ
- କେନ୍ଦୁଝର- ପ୍ରଣବ ପ୍ରକାଶ ଦାସ
- ଖୋର୍ଦ୍ଧା- ରବୀନ୍ଦ୍ର କୁମାର ଜେନା
- କୋରାପୁଟ ଓ ମାଲକାନଗିରି- ଦିବ୍ୟଶଙ୍କର ମିଶ୍ର
- ନବରଙ୍ଗପୁର- ଈଶ୍ବର ପାଣିଗ୍ରାହୀ
- ନୟାଗଡ଼- ପଦ୍ମନାଭ ବେହେରା
- ନୂଆପଡ଼ା- ସ୍ନେହାଙ୍ଗୀନି ଛୁରିଆ
- ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
- ସମ୍ୱଲପୁର- ପ୍ରଣବ ପ୍ରକାଶ ଦାସ
- ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ
- କଳାହାଣ୍ଡି- ପ୍ରଣବ ବଳବନ୍ତ ରାୟ
- ଗଞ୍ଜାମ- ପ୍ରଦୀପ କୁମାର ଅମାତ
- ବୌଦ୍ଧ- ସୌଭାଗ୍ୟ ନାୟକ
- ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
- ଝାରସୁଗୁଡ଼ା- ସାରଦା ପ୍ରସାଦ ନାୟକ
- ମୟୂରଭଞ୍ଜ- ପ୍ରଶାନ୍ତ ମୁଦୁଲି
- ସୁବର୍ଣ୍ଣପୁର- ଦେବଶ ଆଚାର୍ଯ୍ୟ












Click it and Unblock the Notifications