ନୂପୁର ଶର୍ମାଙ୍କ ପ୍ରୋଫାଇଲ ଦେଖି ମାଡ ଖାଇଲେ ଯୁବକ, ହସ୍ପିଟାଲରେ ଭର୍ତ୍ତି
ନୂପୁର ଶର୍ମାଙ୍କ ପ୍ରୋଫାଇଲ ଦେଖିବା ପଡିଲା ମହଙ୍ଗା। ଏନେଇ ବିହାରର ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପାଟନା: ନୂପୁର ଶର୍ମାଙ୍କ ପ୍ରୋଫାଇଲ ଦେଖିବା ପଡିଲା ମହଙ୍ଗା। ଏନେଇ ବିହାରର ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦ ବିରୋଧି ମନ୍ତବ୍ୟକୁ ସମର୍ଥନ କରି ହତ୍ୟାକାଣ୍ଡ ଆଦି ଘଟିଛି । ଉଦୟପୁରରେ ଦରଜୀଙ୍କୁ ଗଳାକାଟି ନିର୍ମମ ହତ୍ୟା ଏବଂ ମହାରାଷ୍ଟ୍ରରେ ଔଷଧ ଦୋକାନୀ ହତ୍ୟା ଘଟଣା ଚାରିଆଡେ ଭୟ ସୃଷ୍ଟି କରିଥିଲା। ଏହାପରେ ବର୍ତ୍ତମାନ ବିହାରର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।












Click it and Unblock the Notifications