ବିଜେଡିରେ ସାମିଲ୍ ହେଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା । ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଗଣେଶ୍ୱର । ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ । ନିକଟରେ କଂଗ୍ରେସ ଛାଡ଼ିଥିଲେ ପୂର୍ବତନ ବିଧାୟକ nbsp;ଗଣେଶ୍ୱର nbsp;।