Get Updates
Get notified of breaking news, exclusive insights, and must-see stories!

ଧାମନଗର ଓ ତିହିଡ଼ି ବ୍ଲକର ବିଡିଓଙ୍କ ବଦଳି, ଆଗକୁ ଅଛି ଧାମନଗର ଉପ ନିର୍ବାଚନ

ଧାମନଗର ଓ ତିହିଡ଼ି ବ୍ଲକର ବିଡିଓଙ୍କ ବଦଳି। ଆସନ୍ତା ନଭେମ୍ବର 3 ତାରିଖରେ ରହିଛି ଧାମନଗର ଉପ ନିର୍ବାଚନ।

ଭଦ୍ରକ: ବଦଳିଲେ ଧାମନଗର ଓ ତିହିଡ଼ି ବ୍ଲକର ବିଡିଓ। ଏନେଇ ସୂଚନା ଦେଇଛି ପଞ୍ଚାୟତରାଜ ବିଭାଗ । ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କ ହୋଇଛି ବଦଳି। ବର୍ତ୍ତମାନ ଧାମ ନଗର ବିଡିଓ ଭାବେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲଦାର ବନବିହାରୀ ଦିଣ୍ଡାଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କରଙ୍କୁ ତିହିଡି ବିଡିଓ ଭାବେ ନିଯୁକ୍ତ କରାଯାଇଛି ।

vote
ତେବେ ଆସନ୍ତା ମାସ 3 ତାରିଖରେ ଧାମନଗର ଉପ ହେବାରୁ ଥିବାବେଳେ ନିର୍ବାଚନକୁ ସ୍ୱଚ୍ଛତା ରଖିବାକୁ ନିର୍ବାଚନ କମିଶନର ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଉପନିର୍ବାଚନ ନେଇ ଗତକାଲି ବିଧିବଦ୍ଧ ଭାବେ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ଆସନ୍ତା 14 ତାରିଖ ଯାଏ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ହୋଇପାରିବ। ଜିଲ୍ଲାରେ ବିଡିଓଙ୍କ କାର୍ଯ୍ୟାଳୟରେ ଆସନ୍ତା 15 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଏନଇେ ଅକ୍ଟୋବର 17 ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର 3 ତାରିଖରେ ପୂର୍ବାହ୍ନ 7ଟାରୁ ସଂଧ୍ୟା 6ଟା ଯାଏ ଭୋଟ ଗ୍ରହଣ ହେବା ନେଇ ସ୍ଥିର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+