Get Updates
Get notified of breaking news, exclusive insights, and must-see stories!

Assembly election result 2023 : ମଧ୍ୟପ୍ରଦେଶରେ ପୁଣି ଫୁଟିବ ପଦ୍ମ !

Assembly election result 2023: ମଧ୍ୟ ପ୍ରଦେଶରେ ଜାରି ରହିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ବହୁମତ ସଂଖ୍ୟା ପାର୍ କରିସାରିଛି । ବର୍ତ୍ତମାନ ସୁଦ୍ଧା ବିଜେପି 151 ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ 77 ଆସନରେ ଆଗର ରହିଛି ।

ଖରବ ଲେଖିବା ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତି ଅନୁସାରେ ରାଜସ୍ଥାନରେ ବିଜେପି ଏବଂ କଂଗ୍ରେସ ମଧ୍ୟ କଡା ଟକ୍କର ହେଉଥିବା ଦେଖିବା ପାଇଁ ମିଳୁଛି । ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ଆଗରେ ଅଛି ବିଜେପି ହେଲେ ଛତିଶଗଡରେ କିନ୍ତୁ କଂଗ୍ରେସ ଲଗାତାର ଆଗର ରହିଛି । ଅନ୍ୟପଟେ ତେଲେଙ୍ଗାନାରେ ବିଆରଏସକୁ ପଛରେ ପକାଇଛି କଂଗ୍ରେସ ।

Assembly election result 2023

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ବହୁମତ ସଂଖ୍ୟା ପାର୍ କରିସାରିଛି । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନରେ ବିଜେପି 109 ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ 76 ଆସନରେ ଆଗୁଆ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+