ସାଂସଦ ଅପରାଜିତା ଷଡଙ୍ଗୀ 'ନିଖୋଜ' ! ରାଜଧାନୀର ଗଳିକନ୍ଦିରେ ଲାଗିଛି ପୋଷ୍ଟର

ଭୁବନେଶ୍ୱରରେ ଗଳିକନ୍ଦିରେ ଲାଗିଛି ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପ୍ରସ୍ତାବିତ ବାଇ-ଲ’ ଉପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତାକୁ ନେଇ ଏହି ପୋଷ୍ଟରେ ଲଗାଯାଇଛି ।

ଭୁବନେଶ୍ୱର: ଭୁବନେଶ୍ୱରରେ ଗଳିକନ୍ଦିରେ ଲାଗିଛି ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପ୍ରସ୍ତାବିତ ବାଇ-ଲ' ଉପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତାକୁ ନେଇ ଏହି ପୋଷ୍ଟରେ ଲଗାଯାଇଛି ।

Aparajita Sarangis missing poster

ଏକାମ୍ରକ୍ଷେତ୍ର ଉପରେ ପ୍ରସ୍ତାବିତ ବାଇ-ଲ ଏଯାବତ ପ୍ରତ୍ୟାହାର ହୋଇନି । ଓଡ଼ିଶା ଐତିହାସିକ ଅସ୍ତିତ୍ୱକୁ ଧ୍ବଂସ କରିବାକୁ ଚାଲିଛି ସୁଚିନ୍ତିତ ଷଡଯନ୍ତ୍ର । ହେଲେ କାହିଁକି ଏ ପ୍ରସଙ୍ଗରେ ପଦୁଟିଏ ବି କହୁନାହାନ୍ତି ଭୁବନେଶ୍ୱର ସାଂସଦ ? ସାଂସଦଙ୍କ ନୀରବତାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ପୋଷ୍ଟର ବିଭିନ୍ନ ଗଳିକନ୍ଦିର କାନ୍ଥରେ ଦେଖିବାକୁ ମିଳିଛି ।

Aparajita Sarangis missing poster

ସେପଟେ ପୋଷ୍ଟର ଲଗାଯିବା ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ଭୁବନେଶ୍ୱର ମୋତେ ମିସ୍ କରୁଥିବାରୁ ମୁଁ ଖୁସି। ମୁଁ ଦିଲ୍ଲୀରେ ରହିବାର କାରଣ ଏବେ ସଂସଦ ଅଧିବେଶନ ଚାଲିଛି । ୧୫ରେ ଭୁବନେଶ୍ୱର ଫେରିବି, ଘଟଣା ସଂପର୍କରେ ଅନୁଧ୍ୟାନ କରିବି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+