Amethi Lok Sabha Election 2024: ଆମେଠୀରୁ କେ.ଏଲ ଶର୍ମା ଲଢିବେ ନିର୍ବାଚନ, ନିରାସ କଂଗ୍ରେସ କର୍ମୀ

Amethi Lok Sabha Election 2024: ଲୋକସଭା ନିର୍ବାଚନ 2024ରେ ପଞ୍ଚମ ପର୍ଯ୍ୟାୟରେ ଆମଠୀରେ ମତଦାନ ଅନୁଷ୍ଠିତ ହେବ । ଆମେଠୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବାର ଆସି ଶେଷ ତାରିଖ । ସେହିପରି ଆଜି ଶେଷ ଦିନରେ କଂଗ୍ରେସ ଏହି ଲୋକସଭା ଆସନରୁ ନିଜ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିଛି ।

Amethi Lok Sabha Election

ଏଥର କଂଗ୍ରେସ ଏହି ଲୋକସଭା ଆସନରୁ କିଶୋରୀ ଲାଲ ଶର୍ମା ଅର୍ଥାତ୍ କେ.ଏଲ୍ ଶର୍ମାଙ୍କୁ ପ୍ରାର୍ଥୀ କରିଛି । କିଶୋରୀ ଲାଲ ଶର୍ମା ଗୁରୁବାର ଦିନ ହଠାତ୍ ଆମେଠୀରେ ପହଞ୍ଚିଥିଲେ, ଯାହା ପରେ ଅନୁମାନ କରାଯାଉଥିଲା ଯେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଛି ଏବଂ କେବଳ ଘୋଷଣା ବାକି ଅଛି।

ସୂଚନାଥାଉ ଯେ, ୨୦୧୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଆମେଠିରେ ସ୍ମୃତି ଇରାନୀଙ୍କଠାରୁ ହାରିଯାଇଥିଲେ ସେହିପରି ସୋନିଆ ଗାନ୍ଧୀ ରାଏବରେଲିରୁ ଜିତିଥିଲେ । ହେଲେ ଏଥର ସୋନିଆ ଗାନ୍ଧୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେ ବର୍ତ୍ତମାନ ଜଣେ ରାଜ୍ୟ ସଭା ସଦସ୍ୟ। ଏଥି ସହ ରାହୁଲ ଗାନ୍ଧୀ ମଧ୍ୟ କେରଳର ୱାୟନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ ଥର ସେ କେବଳ ୱାୟନାଡରୁ ଜିତିଥିଲେ। ୱାୟାନାଡରେ ମତଦାନ ସରିଛି। ମେ ୨୦ରେ ଆମେଠି ଏବଂ ରାଏବରେଲିରେ ମତଦାନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+