ପୁଣି ମନମୋହନ ସାମଲଙ୍କୁ ଦିଲ୍ଲୀ ଡକରା; ଆଜି ସକାଳେ ଫେରିଥିଲେ

ପୁଣି ଦିଲ୍ଲୀରୁ ଡକରା ଆସିଲା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଦିଲ୍ଲୀ ଡକରା। ଆଜି ସକାଳେ ଫେରିଥିଲେ, ପୁଣି ଦିଲ୍ଲୀରୁ ଡକରା ଆସିଛି ।

ସେହିପରି ପୁଣିଥରେ ଗଣମାଧ୍ୟମରେ ମେଣ୍ଟକୁ ନେଇ ଭିନ୍ନ ଏକ ବୟାନ ଦେଇଛନ୍ତି ମନମୋହନ ସାମଲ୍। ମନମୋହନ କହିଛନ୍ତି, ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତି । ମେଣ୍ଟ ହେଉ ବା ଯାହା ବି ନିଷ୍ପତ୍ତି ହେବ ସେ ନେଇ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ ।

manmohan samal

ସେ ଆହୁରି କହିଛନ୍ତି ଯେ, ମୁଁ ଯାହା କହୁଛି , ତାହାକୁ ଅନ୍ୟ ଢଙ୍ଗରେ ଚିତ୍ରଣ କରିବା ଠିକ୍ ନୁହେଁ । ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତି । ୧୪୭ ବିଧାନସଭା ଏବଂ ୨୧ ଲୋକସଭା ସିଟ ପାଇଁ ବିଜେପି କାମ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+