ବିଜେପି ଛାଡ଼ିଲେ ଅଭିନେତ୍ରୀ ଜିନା ସାମଲ, ଉପସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

Odisha BJP: ବିଜେପି ଛାଡ଼ିଲେ ଅଭିନେତ୍ରୀ ଜିନା ସାମଲ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଜିନା । ତେବେ ଦୀର୍ଘ ଦିନ ହେବ ଦଳ ପାଇଁ କାମ କରିବା ସତ୍ୱେ ଦଳ ତାଙ୍କୁ ଅବଦେଖା କରୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ।

Actress Jina Samal

ସୂଚନାଥାଉ ଯେ, ୨୦୨୩ ମସିହା ମାର୍ଚ୍ଚ ମାସରେ ଜୀନା ଏବଂ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ବାଲେଶ୍ୱର ବିଜେପି ଅଫିସରେ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଅଭିନେତ୍ରୀ ଜିନା ଏବଂ ତାଙ୍କ ସ୍ୱାମୀଙ୍କ ସମେତ ପ୍ରାୟ ୭୦ରୁ ଅଧିକ ଲୋକ ଦଳରେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+