ଆଜି ପ୍ରକାଶ ପାଇବ 4 ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ

4 States Assembly Elections Results: ଆଜି ପ୍ରକାଶ ପାଇବ 4 ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ । ଡିସେମ୍ବର 3 ତାରିଖରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହେବ । ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର 4 ତାରିଖରେ ପ୍ରକାଶ ପାଇବ ।

5 States Assembly Elections Results

ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ଓ ବି ଆର୍ ଏସ୍ ମଧ୍ୟରେ ଶାସନ ହାତେଇବାକୁ ହୋଇଥିଲା କଡ଼ା ମୁକାବିଲା । ଆସନ୍ତା 2024 ଲୋକସଭା ନିର୍ବାଚନ ପୂର୍ବରୁ ଏହି ବିଧାନସଭା ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଥିବା ବେଳେ ବିଜେପି ଓ କଂଗ୍ରେସ ଉପରେ ଲୋକଙ୍କ ଆସ୍ଥା କଣ ରହିଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସେପଟେ ଭୋଟ ଗଣତି ପୂର୍ବରୁ ସାଂସଦ ମେଡିକାଲ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି, 'ଆମେ ବହୁମତ ସହ ଜିତିବୁ। ବିଜେପି 150 ରୁ ଅଧିକ ଆସନ ପାଇବ ଏବଂ ସରକାର ଗଠନ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+